Browsing yearly archive

2024

ମମତାବାନାର୍ଜୀଙ୍କ ବଡ ଘୋଷଣ

ଭୁବନେଶ୍ୱର,୧୨ା୯(ଏସଏସନିଉଜ) ମମତା ବାନାର୍ଜୀ ବଡ ଘୋଷଣ କରିଛନ୍ତି ।ମମତା ବାନାର୍ଜୀ କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଏହି ପଦ ପାଇଁ ମୋର କୌଣସି ଇଚ୍ଛା ନାହିଁବୋଲି କହିଛନ୍ତି ମମତା ବାନାର୍ଜୀ । ଗୁରୁବାର ସନ୍ଧ୍ୟାରେ ମମତା ବାନାର୍ଜୀ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସହ ବୈଠକ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଡାକ୍ତରମାନେ ବୈଠକର ସିଧା ପ୍ରସାରଣ ଦାବିରେ ଅଟଳ […]

ଆକାଶମାର୍ଗରୁ ପରିସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୨ା୯(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଆଜି ମାଲକାନଗିରିଜିଲ୍ଲା ଗସ୍ତକରି ଲଗାଣବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷାକରି ସାତଦିନମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନକରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାଙ୍ଗି ଯାଇଥିବା ସମସ୍ତ କଚ୍ଚାଘର ନିମନ୍ତେ ତୁରନ୍ତ ସହାୟତା ପ୍ରଦାନଉପରେ ଗୁରୁତ୍ବଆରୋପ କରିଛନ୍ତି।ବିଜୁଳି ସଂଯୋଗୀକରଣ […]

ଦୋକାନରୁ ଚୋରିକରି ଧରାହେଲେ ରବିନ୍ଦ୍ର

ଜଟଣୀ ,୧୨ା୯(ଏସଏସନିଉଜ)ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କରନ ଅଗ୍ରୱାଲଙ୍କ ଅଭିଯୋଗ ଭିତ୍ତିରେ ୩୪୪ା୨୪କେସନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ବଛିରାପାଟଣା ଜଗନ୍ନାଥବିହାରର ରବିନ୍ଦ୍ରପୃଷ୍ଟି(ବିଟୁ)ନାମକ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାରରେ “ମା ଦୁର୍ଗା ଷ୍ଟୋର” ନାମରେ ଏକ ଗ୍ରୋସରୀ ଦୋକାନ ଅଛି । କରନ ଅଗ୍ରୱାଲଙ୍କ ଦୋକାନରେ ପୂର୍ବରୁ ରବିନ୍ଦ୍ର କାମ କରୁଥିଲେ । ମଝିରେ ଏକ ଲୋନ ଶୁଝିବା ଲାଗି […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୩ତାରିଖ ୨୦୨୪ ମସିହା (ଶୁକ୍ରବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି-ଦଶମୀ ସନ୍ଧ୍ୟା ଘ୦୮/୪୪ ଗତେ ଏକାଦଶୀ,ନକ୍ଷତ୍ର- ପୂର୍ବାଷାଢ଼ା ରାତ୍ରି ଘ୧୦/୨୫ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/ ୦୦,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୪୪ ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଅଦ୍ୟ ମୃତେ ରାତ୍ରି ଘ୧୦/୨୫ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୮/୪୦ ଗତେ ଘ୦୧/୪୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୮ ମଧ୍ୟେ ଓ ଘ ୦୧/୪୪ ଗତେ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୨ତାରିଖ ୨୦୨୪ମସିହା(ଗୁରୁବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ନବମୀ ସନ୍ଧ୍ୟା ଘ୧୧/୩୮ ଗତେ ଦଶମୀ ,ନକ୍ଷତ୍ର- ମୂଳା ରାତ୍ରି ଘ୧୦/୩୮ଗତେ ପୂର୍ବାଷାଢ଼ା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୫୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୫୦ ,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୩୮ ଗତେ ଉତ୍ତରେ ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର .ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,କାଳବେଳା ଓ ବାରବେଳା – ଦିବା ଘ୦୨/୪୨ ଗତେ ଘ୦୫/୪୬ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୦ […]

ମେଣ୍ଢାଶାଳରେ ଗଣେଶ ପୂଜା ଉଦଯାପିତ

ମେଣ୍ଢାଶାଳ,୧୦/୯(ଏସଏସନିଉଜ )ମେଣ୍ଢାଶାଳ ଗ୍ରାମର ଅଗ୍ରଣୀ ଯୁବଗୋଷ୍ଟି ମାନଙ୍କ ଦ୍ଵାରା ସବୁବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ମେଣ୍ଢାଶାଳ ବଜାରରେ ଅନୁଷ୍ଠିତ ହୋଇଯାଇଛି।ପୂଜାମଣ୍ଡ ପକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇ ୪ଦିନବ୍ୟାପୀ ଅନୁଷ୍ଠିତ ଏହି ପୂଜାସବ ର ପ୍ରତି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା।ମଙ୍ଗଳବାର ଦିନ ଗ୍ରାମର ଯୁବକ ମାନେ ଆକର୍ଷଣୀୟ ଶୋଭାଯାତ୍ରାରେ ବାଜାବଜାଇ ଗଣେଶ ମୂର୍ତ୍ତିକୁ ଗ୍ରାମ ପରିକ୍ରମା କରାଇ ଏକ ନାଳରେ ବିସ କରିଥିବାର ଦେଖିବାକୁ ମିଳିଥିଲା। (ପଦ୍ମଚରଣବଡ଼ଜେନାଙ୍କ ରିପୋର୍ଟ)

ଭସାଣି ବେଳେ ଅଘଟଣ,୧ମୃତ,୧ଆହତ

ମେଣ୍ଢାଶାଳ,୧୦/୯(ଏସଏସନିଉଜ )ଗଣେଶ ପୂଜା ଭସାଣିରେ ଅଘଟଣ ଘଟିଛି । ଗଣେଶ ମୂର୍ତି ଭସାଣି ବେଳେ ମୂର୍ତି ମାଡ଼ିବସିବାରୁ ଜଣେ ଛାତ୍ରଙ୍କର ମୃତୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡିଛି। ପ୍ରକାଶ ଯେ,ସୋମବାର ବିଳମ୍ବିତ ରାତିରେ କଣ୍ଟାବାଡ ଗାଁ ପାଖରେ ଥିବା ଏକ ଘରୋଇ କଲେଜରେ ହୋଇଥିବା ଗଣେଶ ପୂଜାର ଭସାଣି କରାଯାଇଥିଲା।ବିଟେକ ଛାତ୍ର ମାନେ ଭସାଣି ଉସ୍ତଵ୍ ରେ ସାମିଲ ହୋଇ ମୂର୍ତ୍ତିକୁ ନେଇ ଏକ […]

ବାଲି ବୋଝେଇ ଟ୍ରାକ୍ଟର ଜବତ

ବାରଙ୍ଗ,୧୦/୯ (ଏସଏସନିଉଜ) ମଙ୍ଗଳବାର ପୂର୍ବାହ୍ନ ୯ଟା ସମୟରେ ଗୋଡ଼ିସାହି ଫାଣ୍ଡି ପୋଲିସର ଏକ ପେଟ୍ରୋଲିଂ ଦଳ ନିଜ ଅଞ୍ଚଳରେ ପଇଁତରା ମାରୁଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ବାଲି ବୋଝେଇ କରି ଗୋଡ଼ିସାହି ପଟୁ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ପେଟ୍ରୋଲିଂ ଦଳ ଟ୍ରାକ୍ଟରଟିକୁ ଦେଖି ଅଟକାଇ ଥିଲେ। ଏହି ସମୟରେ ବାଲି ପରିବହନ ହେଉଥିବା ନେଇ କାଗଜ ପତ୍ର ମାଗିଥିଲେ। ଟ୍ରାକ୍ଟର ଚାଳକ ଏ ନେଇ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ। ସଙ୍ଗେ ସଙ୍ଗେ ଚାଳକ […]

ମହିମାଗାଦିରେ ନବାନ୍ନ ଭକ୍ଷଣ ମହୋତ୍ସବ

ମେଣ୍ଢାଶାଳ,୧୦/୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦ ବାବାଙ୍କ ଗାଦିପୀଠରେମଙ୍ଗଳବାରଦିନ ନବାନ୍ନ ଭକ୍ଷଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳେ ବାବା ନୂଆଧାନରୁ ପ୍ରସ୍ତୁତ ଚୁଡାରେ ଗୁଡ଼. ବିଭିର୍ନ୍ନଫଳ. ଅଦା.ଗୋଲମରିଚ. ଗୁଆ ଘିଅ. ନଡ଼ିଆ. ଆମ୍ବୁଲ ଖଟା. ହଳଦୀପିଠା.ରସଗୋଲା.ପୋଡ଼ମିଠା. ଜିଲାପି ମିଶାଯାଇ ପ୍ରସାଦ ପ୍ରସ୍ତୁତ ହୋଇଥିଲା।ଏହାପରେ ଗାଦିପୀଠରେ ନୂଆ ଚାଉଳରୁପ୍ରସ୍ତୁତ ଅର୍ଣ୍ଣ.ଡାଲମା. ଖଟା ଓ ଖିରି ମିଠା ମଧ୍ୟ ପ୍ରସ୍ତୁତ ହୋଇ ଭୋଗ ଲଗିସାରିବା ପରେ ଭକ୍ତମାନଙ୍କୁ ବଣ୍ଟା ଯାଇଥିଲା। ଦାରୁଠେଙ୍ଗ .ଅଳସୁଆ.ଅନ୍ଧାରୁଆ.ଚନ୍ଦକା.ବଡମ୍ବା ଆଦି ଅଞ୍ଚଳରୁ ଶହଶହ ଭକ୍ତମାନେ ସାମିଲ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୧ତାରିଖ ୨୦୨୪ମସିହା(ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ସନ୍ଧ୍ୟାଘ୧୧/୪୩ଗତେ ନବମୀ ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୯/୫୬ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃଘ୦୫/୩୭/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୦/୪୦ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୪୨ ଗତେ ପୂର୍ବେ ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୧୨ମଧ୍ୟେ ,ବାରବେଳା – ଦିବା ଘ୧୧/୪୨ ଗତେ ଘ୦୧/୧୪ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ମଧ୍ୟେ […]