Browsing daily archive

February 24, 2025

ମାର୍ଚ୍ଚ ୧ରେ ଦହିବରା ଆଳୁଦମ ଦିବସ

କଟକ,୨୪. ୦୨(ଏସଏସନିଉଜ) ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ଏକ ଆବେଗ। ଅନନ୍ୟ ସ୍ୱାଦିଷ୍ଟ ଏହି ଦହିବରାକୁ ନେଇ ପ୍ରତ୍ୟେକ ଓଡ଼ିଆ ବିଶେଷକରି କଟକିଆଙ୍କର ଭାବାବେଗ ଜଡିତ ରହିଛି। ଏହି ଭାବାବେଗକୁ ଆଉ ପାଦେ ଆଗକୁ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ପାଳନ କରାଯିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାର୍ଚ୍ଚ ୧ ତାରିଖରେ ସିଲଭର ସିଟି ବୋଟ […]

ଚାଷୀଙ୍କ ଖାତାକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ଏସଏସନିଉଜ) ଆଜିଚାଷୀଙ୍କ ଖାତାକୁ ଆସିଛି ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କାା ପିଏମ କିଷାନ’ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନାାଯାହାକୁ ମୋଦୀ ସରକାର ୨୦୧୯ ଫେବୃଆରୀରେ ଆରମ୍ଭ କରିଥିଲେ।ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛିାସିଧାସଳଖ ବେନିଫିଟ ଟ୍ରାନ୍ସଫରମୋଡରେ ଯୋଗ୍ୟଚାଷୀଙ୍କ ଖାତାକୁ ଏହିରାଶି ହସ୍ତାନ୍ତର ହେଉଛି।ଅକ୍ଟୋବର୫ରେ ଏହିଯୋଜନାର ୧୮ତମକିସ୍ତି ୨୦୨୪ ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ଜାରି କରିଥିଲେ ।ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରୁଛନ୍ତି […]

ଆଜିର ରାଶିଫଳ

ଫେବୃଆରୀମାସ ୨୫ତାରିଖ ୨୦୨୫ମସିହା(ମଙ୍ଗଳବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୦୧/୧୫ ଗତେ ତ୍ରୟୋଦଶୀ, ସୁର୍ୟୋଦୟ- ପ୍ରାତଃ ଘ୦୬/୧୩/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୫୨,ଯୋଗିନୀ ନୈରୁତେ ଦିବା ଘ୦୧/୧୫ ଗତେ ଦକ୍ଷିଣେ,ସିଂହରାଶିର ଘାତଚନ୍ଦ୍ର,ଦ୍ୱାଦଶୀର ଏକୋଦିଷ୍ଟ ଓ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ,ମକରରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ୦୨/୧୦ ଗତେ ତ୍ରିପାଦ ଓ ଦିବା ତ୍ରି ଘ୦୧/୧୫ ଗତେ ଦ୍ଵିପାଦ ପୁଷ୍କରଦୋଷକାଳବେଳା -ଦିବା ଘ୦୧/୩୧ ଗତେ ଘ୦୨/୫୮ମଧ୍ୟେ,ବାରବେଳା – ଦିବା ଘ୦୭/୩୫ଗତେ ଘ୦୯/୦୨ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୦୩ ଗତେ ଘ୧୦/୫୯ ମଧ୍ୟେ ଓ ଘ୦୩/୪୬ ଗତେ ଘ୦୫/୨୩ବିଶୁଦ୍ଧ […]