Browsing monthly archive

March 2025

୨୦୨୬-୨୭ରୁ ନୂଆ ସିଲାବସ୍‌- ମନ୍ତ୍ରୀ

ଭୁବନେଶ୍ୱର,୨୨।୩(ଏସଏସନୀୟୂଜ)ନୂଆ ସିଲାବସ୍‌ ଲାଗୁ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁହେବ ନୂଆ ସିଲାବସ୍‌।NEP 2020 ଲାଗୁ ପରେ ସିଲାବସ୍‌ ପରିବର୍ତ୍ତନ ପାଇଁ କମିଟି ହୋଇଛି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍‌।ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଆସିବ ନୂଆ ସିଲାବସ୍‌।କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍‌ ହେବ ସ୍ଥାନ ପାଇବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଆଜିର ରାଶିଫଳ

ମାର୍ଚ୍ଚମାସ ୨୨ତାରିଖ ୨୦୨୫ମସିହା (ଶନିବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ,ନକ୍ଷତ୍ର- ମୂଳା ରାତ୍ରି ଘ୦୪/୩୧ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୨୭,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୨୫, ଯୋଗିନୀ ଐଶାନ୍ୟେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୨୦ ମଧ୍ୟେ ଓ ଘ୦୪/୨୬ ଗତେ ଘ୦୫/୫୬ ମଧ୍ୟେ,ବାରବେଳା -ଦିବା ଘ୦୧/୨୬ ଗତେ ଘ୦୨/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୫୦ ଗତେ ଘ୦୧/୦୨ମଧ୍ୟେ ଓ ରାତ୍ରି ଘ୦୮/୨୦ ଗତେ ଘ୧୦/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୧ତାରିଖ ୨୦୨୫ମସିହା(ଶୁକ୍ରବାର)ଚୈତ୍ର ମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ୦୪/୪୮ ଗତେ ଅଷ୍ଟମୀନକ୍ଷତ୍ର-ଜ୍ୟେଷ୍ଠା ରାତ୍ରିଘ୦୨/୪୭ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୦୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୦୫ ,ଯୋଗିନୀ ବାୟବ୍ୟେ ରାତ୍ରିଘ୦୪/୪୯ ଗତେ ଐଶାନ୍ୟେ ,ବିଛା,ଧନୁ ଓ ମୀନରାଶିର ଘାତବାର ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଅଦ୍ୟ ମୃତେ ରାତ୍ରିଘ୦୪/୪୮ ମଧ୍ୟେ ଏକପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୮/୫୦ ଗତେ ଘ୧୧/୫୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୮ ମଧ୍ୟେ ଓ ଘ୦୮/୧୫ଗତେ […]

ସାତସାହି ପରିକ୍ରମା କଲେ ପାଞ୍ଚ ଠାକୁର

ଚନ୍ଦକା,୧୯।୩(ଏସଏସନୀୟୂଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ଇଷ୍ଟଦେବ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁଦୋଳ ମହୋତ୍ସବ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି l ଏହା ପାଞ୍ଚଦିନ ଧରି ଚାଲିବ।ଏହି ମହୋତ୍ସବରେପାଞ୍ଚଠାକୁର ସାତସାହି ପରିକ୍ରମା କରିଥିଲେ। ପାରମ୍ପରିକ ବାଜା ବିଶେଷକରି କେରଳ, ଶିକାକୁଲମ ଲୋକ ବାଦ୍ୟ ସମ୍ବଲପୁରୀ ନୂତ୍ୟ,କଳାହାଣ୍ଡି ଘୁମୁରା,ମୟୁରଭଞ୍ଜ ଛଉ ନୂତ୍ୟ,ଅଘୋରୀ. ନରକଙ୍କାଳ,ଶିବ ତାଣ୍ଡବ, କଣ୍ଢେଇନାଚ,ଘୋଡା ନାଚ, ଷଣ୍ଢନାଚ,ଘୁଡୁକୀ ନାଚ, ଡୋଲକିବାଦ୍ୟ, ନାଗାନାଚ,ଗୋଟି ପୁଅ ନୂତ୍ୟ,ରାଜରାଣୀ ଆଦି ପାରମ୍ପରିକ ନାଚରେ କମ୍ପୁଥିଲା ଗାଁ ପରିବେଶ। ପରମେଶ୍ୱର ମନ୍ଦିରର ନିକଟରୁ ସମସ୍ତ […]

ଏପ୍ରିଲ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୯।୩(ଏସଏସନୀୟୂଜ)ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ରାଜ୍ୟରେ ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ ହେବା ନିମନ୍ତେ ଘୋଷଣା କରିଛନ୍ତି।ଅପ୍ରେଲ ୨ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ ।ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସକାଳୁଆସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ରାଜ୍ୟସରକାର ।ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟସରକାର ଅଂଶୁଘାତର ମୁକାବିଲା କରିବାପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତିବୋଲି ସୂଚନା ଦେଇଛନ୍ତି ।

ଆଜିର ରାଶିଫଳ

ମାର୍ଚ୍ଚମାସ ୨୦ତାରିଖ ୨୦୨୫ ମସିହା(ଗୁରୁ ବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୦୩/୦୩ଗତେ ସପ୍ତମୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୧୨/୨୭ ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୪/୩୮,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୩/୦୩ଗତେ ବାୟବ୍ୟେ,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ରାତ୍ରି ଘ୦୩/୦୩ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୨/୦୭ଗତେ ଘ୦୨/୫୫ ମଧ୍ୟେ, ବିଶୁଦ୍ଧମାହେନ୍ଦ୍ରବେଳ।-ଦିବାଘ ୦ ୭/୨୮ମଧ୍ୟେ ଓ ଘ୧୦/୪୦ ଗତେଘ୦୧/୦ ୫ମଧ୍ୟେ,ନିମ୍ବ ଭକ୍ଷଣ ନିଷେଧ। […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୯ତାରିଖ ୨୦୨୫ମସିହା (ବୁଧବାର)ଚୈତ୍ରମାସ- କୃଷ୍ଣପକ୍ଷତିଥି- ପଞ୍ଚମୀ ରାତ୍ରି ଘ୧୨/୪୯ଗତେ ଷଷ୍ଠୀ ,ନକ୍ଷତ୍ର- ବିଶାଖା ରାତ୍ରି ଘ୦୯/୪୨ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୩୮ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨/୪୯ ଗତେ ପଶ୍ଚିମେ କର୍କଟରାଶିର ଘାତବାର ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ରାତ୍ରି ଘ୦୯/୪୨ମଧେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୫୩ ଗତେ ଘ୧୦/୨୪ମଧ୍ୟେ ,ବାରବେଳା – ଦିବା ଘ୧୧/୫୩ ଗତେ ଘ୦୧/୨୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/ ୨୦ମଧ୍ୟେ ଓ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୮ତାରିଖ ୨୦୨୫ମସିହା(ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ରାତ୍ରି ଘ୧୦/୧୫ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୮ ,ଯୋଗିନୀ ନୈରୁତେ ରାତ୍ରି ଘ୧୦/୧୫ଗତେ ଦକ୍ଷିଣେ ,ମକରରାଶିର ଘାତବାର ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଏକପାଦ ଓ ରାତ୍ରି ଘ୦୬/୩୮ଗତେ ଦ୍ଵୀପାଦ ପୁଷ୍କର ଦୋଷ ,କାଳବେଳା -ଦିବା ଘ୦୧/୨୫ଗତେ ଘ୦୨/୫୭ମଧ୍ୟେ ,ବାରବେଳା – ଦିବା ଘ୦୭/୨୪ ଗତେ ଘ୦୮/୫୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୫୬ଗତେ ଘ୧୦/୪୩ ମଧ୍ୟେ ଓ ଘ୦୩/୩୦ ଗତେ […]

ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

ଭୁବନେଶ୍ଵର,୧୭।୩(ଏସଏସନୀୟୂଜ)ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ।ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ।୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ ଦେବେନ୍ଦ୍ର।୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ।ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ।୧୯୯୮ରେ ଦେବଗଡ଼ରୁ ଲୋକସଭା କୁ ନିର୍ବାଚିତ ହୋଇଥିଲେ।

ଆଜିର ରାଶିଫଳ

ମାର୍ଚ୍ଚମାସ ୧୭ତାରିଖ ୨୦୨୫ମସିହା (ସୋମବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ରାତ୍ରି ଘ୦୭/୩୬ଗତେ ଚତୁର୍ଥୀ,ନକ୍ଷତ୍ର- ଚିତ୍ରା ଦିବା ଘ୦୩/୩୨ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୧୮, ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୭/୩୬ ଗତେ ନୈରୁତେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ୦୭/୨୬ଗତେ ଘ୦୮/୫୭ମଧ୍ୟେ,ବାରବେଳା – ଦିବା ଘ୦୨/୫୬ ଗତେ ଘ୦୪/୨୭ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୫ ମଧ୍ୟେ ଓ ଘ୧୦/୪୮ ଗତେ ଘ୦୧/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୮ ଗତେ ଘ୦୫/୦୯ ମଧ୍ୟେ,ଅଦ୍ୟ ପୋଟଳ ରାତ୍ରି […]