Browsing monthly archive

March 2025

ଆଜିର ରାଶିଫଳ

ମାର୍ଚ୍ଚମାସ ୧୧ତାରିଖ ୨୦୨୫ମସିହା (ମଙ୍ଗଳବାର)ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୦୮/୨୬ ଗତେ ତ୍ରୟୋଦଶୀ,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୩/୦୫ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୬/୦୩/୫୭,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୩୮,ଯୋଗିନୀ ନୈରୁତେ ଦିବା ଘ୦୮/୨୬ ଗତେ ଦକ୍ଷିଣେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଅଦ୍ୟ ମୃତେ ଦ୍ୱୀପାଦ ଓ ଦିବା ଘ୦୮/୨୬ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୨/୫୫ ମଧ୍ୟେ,ବାରବେଳା – ଦିବା ଘ୦୭/୨୭ ଗତେ ଘ୦୮/୫୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା […]

ଚାମ୍ପିଅନ୍ସ ଟ୍ରଫି ଉଠାଇଲା ଭାରତ

ଭୁବନେଶ୍ୱର,୯।୩(ଏସଏସନିୟୂଜ)୧୨ବର୍ଷ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଉଠାଇଲା ଭାରତ । ୨୫ବର୍ଷ ତଳର ବଦଲା ନେଲ୍ ଟିମ୍ ଇଣ୍ଡିଆ ।ବର୍ମିଂହମ ପରେ ଦୁବାଇରେ ହେଲା ଚାମ୍ପିଅନ୍ସ ଟ୍ରଫି ୱିନର । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଭାରତ ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହରାଇ ତୃତୀୟଥର ପାଇଁ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ୨୫୨ ରନ୍ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି କପ୍ ଉଠାଇଛି । ଫାଇନାଲ୍‌ରେ ରୋହିତଙ୍କ ୭୬ […]

ମାଗଣା ସ୍ୱାସ୍ଥ୍ୟ ଶିବିର

ବାରଙ୍ଗ,୯।୩(ଏସ୍‌ଏସ୍‌ନିୟୁଜ)ରବିବାର ଦିନ ସକାଳ ୯ଟା ରେ ମଧୁପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ର ସଭଗୃହରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ମାଗଣା ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚର୍ମ, ଚକ୍ଷୁ ପ୍ରସୂତି, ଅସ୍ଥିଶଲ୍ୟ,ଔଷଧ, ଶିଶୁରୋଗ ଆଦି ବିଭିନ୍ନ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଡାକ୍ଟରମାନେ ଯୋଗଦେଇ ଆସିଥିବା ରୋଗୀ ମାନଙ୍କୁ ମାଗଣା ପରୀକ୍ଷା ଓ ଚିକିତ୍ସା କରିଥିଲେ।ଅର୍ଣ୍ଣପୂର୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ଆଖପାଖ ଗ୍ରାମର ପ୍ରାୟ ୪୦୦ରୁ ଉର୍ଦ୍ଧ ରୋଗୀ […]

ଭାରସମ୍ୟ ହରାଇ ତଳକୁ ଖସିଲା ଅଟୋ

ବାରଙ୍ଗ,୮।୩(ଏସ୍‌ଏସ୍‌ନିୟୁଜ)ବାରଙ୍ଗ ଥାନା ଅଧିନସ୍ଥ ବଙ୍ଗାଳୀସାହି ନିକଟ ବାରଙ୍ଗ – କଟକ ମୁଖ୍ୟ ରାସ୍ତା କଡ଼ରେଏକ ଯାତ୍ରୀବାହୀ ଅଟୋ ଭାରସମ୍ୟ ହରାଇ ରବିବାର ଦିନ ୧୦ଟା ପାଖାପାଖି ସମୟରେ ୨୦ଫୁଟ ତଳକୁ ଖସି ପଡିଛି।ଯାହାଫଳରେ ଅଟୋ ଡ୍ରାଇଭରଙ୍କ ସହ ଅଟୋରେ ଥିବା ୪ ଜଣ ମହିଳାଙ୍କୁ ମିଶାଇ ସମୁଦାୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମହିଳା ଶ୍ରମିକ ଶ୍ରେଣୀର ଲୋକ ହୋଇଥିବା ବେଳେ ସେମାନେ ଏକ କାମ କରିବାକୁ ଅଟୋରେ ସାଲିଆସାହିରୁ ବାହାରି ବାରଙ୍ଗ ଅଭିମୁଖେ ଆସୁଥିଲେ। […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୦ତାରିଖ ୨୦୨୫ମସିହା(ସୋମବାର)ଫାଲଗୁନ ମାସ- ଶୁକ୍ଳପକ୍ଷ ,ତିଥି- ଏକାଦଶୀ ଦିବା ଘ୦୭/୫୫ ଗତେ ଦ୍ୱାଦଶୀ ,ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୦୧/୪୫ ଗତେ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୪/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୧୮ ,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୫୫ ଗତେ ନୈରୁତେ ,ମିଥୁନରାଶିର ଘାତବାର ,ଦ୍ୱାଦଶର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଦିବା ଘ୦୭/୫୫ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୭/୨୯ ଗତେ ଘ୦୮/୫୯ ମଧ୍ୟେ ,ବାରବେଳା – ଦିବା ଘ୦୨/୫୪ ଗତେ ଘ୦୪/୨୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୯ତାରିଖ ୨୦୨୫ମସିହା (ରବିବାର)ଫାଲଗୁନ ମାସ- ଶୁକ୍ଳପକ୍ଷ ,ତିଥି- ଦଶମୀ ଦିବା ଘ୦୮/୦୩ ଗତେ ଏକାଦଶୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୫୧ଗତେ ପୂଷ୍ୟା ,ଚନ୍ଦ୍ର – ମିଥୁନ ରାତ୍ରି ଘ୦୬/୪୨ ଗତେ କର୍କଟ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୩୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୮ ,ଯୋଗିନୀ ଉତ୍ତରେ ଦିବା ଘ୦୮/୦୩ ଗତେ ଅଗ୍ନିକୋଣେ ମେଷରାଶିର ଘାତବାର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଦ୍ଵୀପାଦ ଓ ରାତ୍ରି ଘ୧୨/୫୧ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା […]

International Women’s Day celebrated at Sri Sri University

  Cuttack,8।3(SSNEWS) International Women’s Day was celebrated in a grand ceremony at the campus of Sri Sri University at Vidyadharpur, Cuttack. It has been celebrated by Churchika – Women Leadership Forum. This year’s theme was ‘Leadership, Knowledge and Strength’. Eminent women who have made a name for themselves in various walks of life participated in […]

୧କୋଟି ୬୪ହଜାର ମହିଳା ପାଇଲେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି

ଭୁବନେଶ୍ୱର, ୮।୩(ଏସଏସନିୟୂଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୮ତାରିଖ ୨୦୨୫ମସିହା (ଶନିବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ୦୮/୩୩ ଗତେ ଦଶମୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୧୨/୨୫ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୬/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧ /୩୮,ଯୋଗିନୀ ପୂର୍ବେ ଦିବା ଘ୦୮/୩୪ ଗତେ ଉତ୍ତରେ,କନ୍ୟାରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ଏକପାଦ ଓ ରାତ୍ରି ଘ୧୨/୨୪ ଗତେ ଦ୍ଵୀପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୩୨ମଧ୍ୟେ ଓ ଦିବା ଘ୦୪/୨୫ ଗତେ ଘ୦୫/୫୪ମଧ୍ୟେ,ବାରବେଳା – ଦିବା ଘ୦୧/୨୮ ଗତେ ଘ୦୨/୫୭ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଦିବା […]

ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ

  ଭୁବନେଶ୍ୱର,୬।୩(ଏସଏସନିୟୂଜ)ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି ।ଦ୍ରୁତଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟ ରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି ।ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବାକୁପଡିବ ବୋଲି ଇସ୍ପାତ ଓ […]