ଆଜିର ରାଶିଫଳ
ଜୁଲାଇମାସ ୦୩ତାରିଖ ୨୦୨୫ମସିହା (ଗୁରୁବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୧/୩୮ ଗତେ ନବମୀ,ନକ୍ଷତ୍ର-ହସ୍ତ ଦିବା ଘ୦୨/୦୯ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫, ଯୋଗିନୀ ଐଶାନ୍ୟେ ଦିବା ଘ୦୧/୩୮ ଗତେ ପୂର୍ବେ, ବୃଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ଅଷ୍ଟମୀର ଏକୋଦିଷ୍ଟ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୩/୧୦ଗତେ ଘ୦୬/୧୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ସନ୍ଧ୍ୟା ଘ୦୬/୧୭ ଗତେ ଘ୦୬/୨୭ ମଧ୍ୟେ ଓ ରାତ୍ରି ଘ୦୭/୧୧ଗତେ ଘ୦୯/୨୪ ମଧ୍ୟେ ଓ ଘ୧୨/୨୦ ଗତେ ଘ୦୨/ ୩୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]