ଆଜିର ରାଶିଫଳ
ସେପ୍ଟେମ୍ବରମାସ ୨୯ତାରିଖ ୨୦୨୫ମସିହା (ସୋମବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ସପ୍ତମୀ ଦିବା ଘ୦୪/୩୧ ଗତେ ଅଷ୍ଟମୀନକ୍ଷତ୍ର- ମୂଳା,ଅଦ୍ୟ ପୀଠେ ମହାଅଷ୍ଟମୀ ପୂଜା ଓ ମୃଣ୍ମୟୀ ଦେବୀଙ୍କ ତ୍ରୀଦିନାତ୍ମକ ସପ୍ତମୀ ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୨୭,ଯୋଗିନୀ ପଶ୍ଚିମେ ଦିବା ଘ୦୪/୩୧ ଗତେ ଐଶାନ୍ୟେ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାରସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ ୦୭/୧୦ଗତେ ଘ ୦୮/୪୧ ମଧ୍ୟେ,ବାରବେଳା- ଦିବା ଘ ୦୨/ ୩୪ ଗତେ ଘ ୦୪/୦୫ ମଧ୍ୟେ,ବିଶୁଦ୍ଧ ଅମୃତ […]