Browsing daily archive

September 30, 2025

ଆଜିର ରାଶିଫଳ

ଅକ୍ଟୋବରମାସ ୦୧ତାରିଖ ୨୦୨୫ମସିହା (ବୁଧବାର) ଆଶ୍ୱିନମାସ- ଶୁକ୍ଳ,ତିଥି- ନବମୀ ରାତ୍ରି ଘ୦୭/୦୬ ଗତେ ଦଶମୀ, ନକ୍ଷତ୍ର- ପୂର୍ବା ଷାଢ଼ା ଦିବା ଘ୦୮/ ୫୭ ଗତେ ଉତ୍ତରାଷାଢ଼ା, ଅଦ୍ୟ ପୀଠେ ବିଶ୍ରାମ ଓ ମୃଣ୍ମୟୀ ଦେବୀଙ୍କ ନବମୀପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୩୩/୦୨,ଯୋଗିନୀ ପୂର୍ବେ ରାତ୍ରି ଘ୦୭/୦୬ଗତେ ଉତ୍ତରେ,ସିଂହ ରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା -ଦିବା ଘ ୦୮/୪୦ଗତେ ଘ ୧୦/୧୦ ମଧ୍ୟେ,ବାରବେଳା- ଦିବା ଘ ୧୧/୪୦ଗତେ ଘ ୦୧/୧୧ […]

ବୃକ୍ଷରୋପଣ କଲେ କର୍ପୋରେଟର

ଚନ୍ଦ୍ରଶେଖରପୁର,୩୦।୯(ଏସଏସ ନିଉଜ)ମଙ୍ଗଳବାରଦିନ ବିଏମ୍ସିର ୩ନମ୍ୱର ୱାର୍ଡ କର୍ପୋରେଟରଲକ୍ଷ୍ମୀପ୍ରିୟା ପରିଡ଼ା ବୃକ୍ଷରୋପଣ କରିଛନ୍ତି।ଏହି ଉପଲକ୍ଷେ ବରଦେବି କଲୋନୀ ବାସିନ୍ଦାମାନଙ୍କ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଶସ୍ମାନରେ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଯୋଗାଉଥିବା ବୃକ୍ଷସବୁ ଉପସ୍ଥିତ ଥିବା ଅନ୍ୟତମ ଅତିଥି ବିଜେପି ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ସମ୍ପାଦକ ତଥା ପଟିଆ ଗ୍ରାମମଙ୍ଗଳ ସମିତି ସମ୍ପାଦକ ସନ୍ତୋଷ କୁମାର ପରିଡ଼ା ଓ ବରିଷ୍ଟ ନାଗରିକ, […]

ମନ୍ଦିର ବି ଛାଡ଼ିଲେନି ଚୋର…

କଟକ, ୨୯।୯(ଏସଏସନିଉଜ) ରବିବାର ବିଳମ୍ବିତ ରାତିରେ ତ୍ରିଶୂଳିଆ ବଜାର ନିକଟସ୍ଥ କୁହ୍ନେଇଁପଡା ମୌଜାରେ ଥିବା ରାମେଶ୍ବର ମନ୍ଦିରର କବାଟ ଭାଙ୍ଗି ଚୋରମାନେ ଅଳଙ୍କାର ଘଣ୍ଟ ଓ ପୂଜା ସାମଗ୍ରୀ ଆଦି ଚୋରୀ କରିନେଇଛନ୍ତି।ଏହାସହ ମନ୍ଦିର ଆଗରେ ରହିଥିବା ଦାନବାକ୍ସକୁ ଭାଙ୍ଗି ତାଭିତରେ ଥିବା ଭକ୍ତମାନେ କରିଥିବା ଦାନ ନେଇଯାଇଛନ୍ତି। ସୋମବାର ଭୋର ସମୟରେ ପୂଜକ କେଶବ ଚନ୍ଦ୍ର କର ପୁଜା କରିବାକୁ ଆସିବା ବେଳେ ମନ୍ଦିର ଗେଟରେ ପଡ଼ିଥିବାତାଲା ଭଙ୍ଗା ଯାଇଥିବାର ଦେଖି ମନ୍ଦିର କମିଟିକୁ ଜଣାଇଥିଲେ।କମିଟିର […]

ଧନ୍ୟବାଦ୍ ନେତାଜୀ କ୍ଲବ୍

କଟକ,୨୯।୯(ଏସଏସନିଉଜ) ସୋମବାର ଅପରାହ୍ନରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ ଏକ ଆପର୍ଟ୍ ମେଣ୍ଟ ଆଗରେ ଅସହାୟ ଅବସ୍ଥାରେ ଥିବା ଜଣେ ବୃଦ୍ଧଙ୍କୁ ନେତାଜୀ କ୍ଲବର ଯୁବକମାନେ ଉଦ୍ଧାର କରି ପୋଲିସ ସହାୟତାରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶଯେ,ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହରା ଗ୍ରାମର ଚର୍ତୃଭୁଜ ସାହୁ (୮୨) ନାମକ ବୃଦ୍ଧ ଗତ କିଛିଦିନ ହେବ ଭୁବନେଶ୍ବର ଲିଙ୍ଗିପୁର ଅଂଚଳରେ ରହୁଥିବା ପୁଅ ସହ ରହୁଥିଲେ। ରବିବାର ସକାଳେ ଘରୁ ବାହାରକୁ ଆସି ଆଉ ଘରକୁ ଫେରିନଥିଲେ। […]