Browsing monthly archive

September 2025

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୩ତାରିଖ ୨୦୨୫ମସିହା (ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୦୪/୩୮ ଗତେ ଦ୍ଵାଦଶୀ,ନକ୍ଷତ୍ର- ପୂର୍ବାଷାଢ଼ା ରାତ୍ରି ଘ୧୨/୦୦ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୫/୫୮,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୩୮ ଗତେ ନୈଋତେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୨ ମଧ୍ୟେ,ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ୦୧/୧୭ଗତେ ଘ୦୧/୩୬ ମଧ୍ୟେ ଓ ରାତ୍ରି […]

ଦାରୁଠେଙ୍ଗ ମହିମା ଗାଦିରେ ନବାନ୍ନ ଭକ୍ଷଣ

ମେଣ୍ଢାଶାଳ,୧ା୯(ଏସ୍ଏସ୍ ନିଉଜ) ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ଭାଦ୍ରବ ଶୁଳ୍କପକ୍ଷ ଷଷ୍ଠି ଓ ସପ୍ତମୀ ଦୁଇଦିନ ନବାନ୍ନଭକ୍ଷଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମାଗାଦିରେ ବ୍ରହ୍ମଲୀନ ଜୟକୃଷ୍ଣ ବାବାଙ୍କ ଆଦେଶ ଅନୁସାରେ ସପ୍ତମୀଦିନ ବାବାବ୍ରଜବନ୍ଧୁଙ୍କ ତତ୍ୱବଧାନରେ ନୂଆଧାନ ଚୁଡାରେ ପ୍ରସାଦ ପ୍ରସ୍ତୁତି କରିଥିଲେ । ଗୁଡ଼, ବିଭିର୍ଣ୍ଣ ଫଳ, ଅଦା, ଗୋଲମରିଚ, ଗୁଆଘିଅ, ନଡ଼ିଆ,ଆମ୍ବୁଲ, ଖଟା, ହଳଦୀପିଠା,ରସଗୋଲା,ପୋଡ଼ପିଠା, ଜିଲ୍ଲାପି, ଆଦି ପ୍ରସାଦ ଭାବେ ବଣ୍ଟାହୋଇଥିଲା । ଗାଦିପିଠରେ ଭକ୍ତ ନୂଆଚାଉଳରୁ ପ୍ରସ୍ତୁତ ଅନ୍ନ,ଡାଲମା,ଖଟା, ଓ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୨ତାରିଖ ୨୦୨୫ମସିହା (ମଙ୍ଗଳବାର)ଭାଦ୍ରବମାସ- ଶୁକ୍ଳପକ୍ଷ, ତିଥି- ଦଶମୀ ରାତ୍ରି ଘ୦୩/୫୮ ଗତେ ଏକାଦଶୀ,ନକ୍ଷତ୍ର- ମୂଳା ରାତ୍ରି ଘ୧୦/୩୭ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/ ୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୩୮,ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୪୮ ଗତେ ଅଗ୍ନିକୋଣେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୧୭ ଗତେ ଘ୦୨/୫୦ ମଧ୍ୟେ, ବାରବେଳା- ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୪୦ ଗତେ ଘ୧୦/୨୨ ମଧ୍ୟେ ଓ ଘ୧୨/୪୫ […]

ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ

ଭୁବନେଶ୍ୱର,୧।୯(ଏସଏସନିଉଜ)ଭୁବନେଶ୍ୱର ଦୁର୍ଗାପୂଜା ଭସାଣରେ ଡିଜେ ବାଜିବନି।ଭସାଣୀରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା।କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣି।ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।