Browsing daily archive

October 1, 2025

ନନ୍ଦନକାନନ ଖୋଲିବାର ନୁଆ ନିୟମ

ଭୁବନେଶ୍ୱର,୧।୧୦(ଏସଏସନିଉଜ)ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଖୋଲିବାର ସମୟ ସୀମା ଆଜିଠାରୁ ବଦଳିଛି। ପ୍ରତିବର୍ଷ ପରି ଏଥର ଅକ୍ଟୋବର ୧ ତାରିଖରୁ ୩୧ମାର୍ଚ୍ଚ୨୦୨୬ ପର୍ଯ୍ୟନ୍ତ (୬ମାସ) ସମୟ ସୀମାରେ ପରିବର୍ତ୍ତନ କରାଯାଇଛି।ଏହି ୬ମାସ ସକାଳ ୮ଟାରୁ ଉଭୟପାର୍କ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ।ଶୀତଦିନେ ସାଧାରଣତଃ ଦିନ ଛୋଟ ରହୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଅଧିକ ରାତି ଭଳି ଅନୁମାନ କରାଯାଇଥାଏ।ତେଣୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ନନ୍ଦନକାନନ ଏହି ନିୟମାନୁସାରେ ଖୋଲିବା ଓ ବନ୍ଦ୍ ହେବା […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୨ ତାରିଖ ୨୦୨୫ ମସିହା (ଗୁରୁବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ଦଶମୀ ରାତ୍ରି ଘ୦୭/୧୫ ଗତେ ଏକାଦଶୀ,ନକ୍ଷତ୍ର- ଉତ୍ତରାଷାଢ଼ା ଦିବା ଘ୧୦/୧୧ଗତେ ଶ୍ରବଣା,ଅଦ୍ୟ ସର୍ବତ୍ର ଦଶହରା ଓ ସୁଦଶା ବ୍ରତ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨ /୨୦,ଯୋଗିନୀ ନୈରୁତେ ରାତ୍ରି ଘ୦୭/୧୪ ଗତେ ଅଗ୍ନିକୋଣେ,ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ ୦୨/୩୨ ଗତେଘ ୦୫/୩୧ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୮ ମଧ୍ୟେ ଓ ରାତ୍ରି […]

କଟକରେ ବର୍ଷାରେ ଭାଙ୍ଗିଲା ଲାଇଟଗେଟ୍

କଟକ,୧।୧୦(ଏସଏସନିଉଜ)ବୁଧବାର ଦିହିପହରରେ ବର୍ଷା ଓ ପବନ ଯୋଗୁ କଟକରେ କେତେକମଣ୍ଡପ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଜି ଥିଲା କଟକ ଗ୍ରସ୍ତ।ସେ ବିଭିନ୍ନ ପୂଜାମଣ୍ଡପକୁ ଯିବାର କାର୍ଯ୍ୟକ୍ରମ ରହିଥିଲା।ମୁଖ୍ୟମନ୍ତ୍ରୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିବା ପୂର୍ବରୁ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ଆଗକୁ ଯଦି ଏହିଭଳି ବର୍ଷା ହେବ ତେବେ କଟକରେ ଦଶହରା ଫିକା […]

ତ୍ରିଶୁଳିଆ ଛକରେ ହଙ୍ଗାମା କଲେ ବାଇକ ଚାଳକ

କଟକ, ୩୦।୯(ଏସଏସନିଉଜ) ତ୍ରିଶୂଳିଆ ବଜାର ଉପରେ ଜଣେ ବାଇକ ଚାଳକ ଉନ୍ମୁକ୍ତକାଣ୍ଡ ଘଟାଇଛି।ଏହି ଘଟଣାରେ ସ୍ଥାନୀୟଲୋକ ଜଣଙ୍କୁ ଧରି ପୋଲିସକୁ ଦେଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ସଂନ୍ଧ୍ୟା ୬ଟା ସମୟରେ ଓଡି ୦୫ବିଜେ ୮୪୮୮ ନମ୍ୱର କାରଟି ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲା। କାରଟି ତ୍ରିଶୂଳିଆ ବଜାର ଟ୍ରାଫିକ ଛକରେ ପହଞ୍ଚିଥିବାବେଳେ ପଛରୁ ଏକ ବାଇକ୍ ରେ ବସିଥିବା ଦୁଇଜଣ ଯୁବକ ଆସି କାରକୁ ଅଟକାଇ ଥିଲେ।ଏହାପରେ କାର ଚାଲକଙ୍କୁ […]