Browsing daily archive

October 2, 2025

ପ୍ରବଳ ବର୍ଷାରେ ଉପୁଡିଲା ଗଛ

ଭୁବନେଶ୍ବର,୨ା୧୦(ଏସଏସନିଉଜ)ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିର୍ଣ ସ୍ଥାନରେ ପରିସ୍ଥିତି ବେହାଲ ହୋଇଛି। ଦକ୍ଷିଣ ଓଡ଼ିଶାର ଗଂଜାମ. ଗଜପତି, କୋରାପୁଟ, ମାଲକାନଗିରି ଓ ନବରଂଗପୁର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପର୍ୟ୍ୟୟ ସୃଷ୍ଟିହୋଇ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି।ପ୍ରବଳ ବର୍ଷାରେ କୋରାପୁଟର ସେମିଳିଗୁଡ଼ା ଅଞ୍ଚଳରେ ରାସ୍ତାରେ ୫ଫୁଟ ପାଣି ପ୍ରବାହିତ ହେଉଛି । ଗଂଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ବିଶାଳ ଗଛ ଉପୁଡ଼ି ଏକ ଅଟୋ ଉପରେ ପଡିଛି। ମାଲକାନଗିରି ଜିଲ୍ଲାର ସିଲେରୁ ନଦୀର ଜଳସ୍ରୋତରେ ଜଣେ […]

ପତ୍ନୀଙ୍କୁ ହତ୍ୟା କଲେ ଏବିଡ଼ିଓ!

କେନ୍ଦୁଝର ,୨ା୧୦(ଏସଏସନିଉଜ) ଦଶହରା ଓ ସୁଦରସା ବ୍ରତରେ ନନ୍ଦିପଦା ଥାନା ଡ଼ଅଁର ଗ୍ରାମରେ ଝିଅ ଆଗରେ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି ଜଣେ ଏବିଡ଼ିଓ। ପାରିବାରିକ କଳହରୁ ଝିଅ ଆଗରେ ସ୍ତ୍ରୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣିଛନ୍ତି ସ୍ୱାମୀ ତଥା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଦେବୀ ପ୍ରସାଦ ଜେନା ।ଘଟଣାପରେ ସେଫେରାର ହୋଇଯାଇଥିଲେ ।ଝିଅର ପାଟିଶୁଣି ପଡୋଶୀ ମାନେ ପହଁଚି ଗୁରୁତର ଅବସ୍ଥାରେ ସୁଦେଷ୍ନାଙ୍କୁ ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୩ତାରିଖ ୨୦୨୫ମସିହା(ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ଏକାଦଶୀ ସନ୍ଧ୍ୟା ଘ୦୬/୩୪ ଗତେ ଦ୍ୱାଦଶୀ ,ନକ୍ଷତ୍ର- ଶ୍ରବଣା ଦିବା ଘ୧୦/୧୯ ଗତେ ଧନିଷ୍ଟା ,ଅଦ୍ୟ ପାପଙ୍କୁଶା ଏକାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୪୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୩୦ ,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ୦୬/୩୪ ଗତେ ନୈରୁତେ ,ସିଂହରାଶିର ଘାତଚନ୍ଦ୍ର , ବିଛା,ଧନୁ ଓ ମୀନରାଶିର ଘାତବାର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ ୦୮/୪୦ ଗତେ ଘ ୧୧/୩୮ ମଧ୍ୟେ ବିଶୁଦ୍ଧ ଅମୃତବେଳା- ଦିବା ଘ […]

ସାରା ଓଡ଼ିଶାକୁ ବର୍ଷାର ଭୟ

ଭୁବନେଶ୍ୱର,୨।୧୦(ଏସଏସନିଉଜ)ଫିକା ପଡ଼ିଯିବ ଦଶହରା।ଆଜି ବି ପ୍ରବଳ ବର୍ଷା ବର୍ଷିବ।ଅଧିକ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେଉଛି ଅବପାତ।ଏବେ ସାରା ଓଡ଼ିଶାକୁ ବର୍ଷାର ଭୟ ଘଟିଛି।ଯାହାଫଳରେ ପୁରୀ ଓ ଜଗତସିଂହପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।