ଆଜିର ରାଶିଫଳ
ଅକ୍ଟୋବରମାସ ୧୫ତାରିଖ ୨୦୨୫ ମସିହା(ବୁଧବାର) କାର୍ତ୍ତିକମାସ- କୃଷ୍ଣ,ତିଥି- ନବମୀ ଦିବା ଘ୧୧/୦୭ ଗତେ ଦଶମୀ,ନକ୍ଷତ୍ର- ପୂଷ୍ୟା ଦିବା ଘ୦୧/୧୪ ଗତେ ଅଶ୍ଳେଷା, ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୧୫,ଯୋଗିନୀ ପୂର୍ବେ ଦିବା ଘ୧୧/୦୭ ଗତେ ଉତ୍ତରେ,କର୍କଟ ରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୦ ଗତେ ଘ ୧୦/୧୦ ମଧ୍ୟେ,ବାରବେଳା- ଦିବା ଘ୧୦/୩୬ ଗତେ ଘ ୦୧/୦୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୩ ମଧ୍ୟେ ଓ ଘ୦୭/୨୦ଗତେ ଘ୦୮/୦୯ ମଧ୍ୟେ ରାତ୍ରି ଘ୦୬/୧୦ ଗତେ […]