Browsing daily archive

October 20, 2025

ଆଜିର ରାଶିଫଳ

ଅକ୍ଟୋବରମାସ ୨୧ତାରିଖ ୨୦୨୫ମସିହା (ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଅମାବାସ୍ୟା ସନ୍ଧ୍ୟା ଘ୦୫/୩୦ ଗତେ ପ୍ରତିପଦ,ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୧/୨୨ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୪୫,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୩୦ ଗତେ ପୂର୍ବେ,କର୍କଟରାଶିର ଘାତବାର, ଅମାବାସ୍ୟାର ସାମ୍ବତ୍ସାରିକଶ୍ରାଦ୍ଧ ମହାଳୟା ବିଧି ରେ ହେବ,କାଳବେଳା -ଦିବା ଘ୧୨/୫୫ ଗତେ ଘ ୦୨/୨୫ ମଧ୍ୟେ,ବାରବେଳା- ଦିବା ଘ୦୭/୧୪ ଗତେ ଘ ୦୮/୪୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୪ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧/୨୨ ମଧ୍ୟେ ଓ ରାତ୍ରି ଘ୦୭/୪୧ […]

୨ଘଣ୍ଟା ବାଣଫୁଟା ପାଇଁ ଅନୁମତି

ଭୁବନେଶ୍ୱର,୨୦।୧୦(ଏସଏସନିଉଜ)ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି।ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ ବୋଲିକମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଉଚ୍ଚଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ପୋଲିସ।ଏହାସହ ମଦପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ରହିବା ସହ ଗାଡ଼ି ଜବତ ହେବ।ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।ବେଆଇନ୍ […]