Browsing daily archive

December 10, 2025

ଆଜିର ରାଶିଫଳ

ଡିସେମ୍ବରମାସ ୧୧ତାରିଖ ୨୦୨୫ମସିହା (ଗୁରୁବାର) ପୌଷମାସ- କୃଷ୍ଣପକ୍ଷ,ତିଥି-ସପ୍ତମୀ ଦିବା ଘ୦୨/୦୨ ଗତେ ଅଷ୍ଟମୀ,ନକ୍ଷତ୍ର-ପୂର୍ବା ଫା ରାତ୍ରି ଘ୦୪/୩୫ ଗତେ ଉତ୍ତରାଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୧୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୦୬,ଯୋଗିନୀ ବାୟବ୍ୟେ ଦିବା ଘ୦୨/୦୨ ଗତେ ଐଶାନ୍ୟେ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର, ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୨/୦୨ମଧ୍ୟେ ଏକପାଦ ଓ ରାତ୍ରି ଘ୦୪/୩୫ ଗତେ ଏକପାଦ ପୁଷ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା- ଦିବା ଘ୦୨/୨୩ ଗତେ ଘ୦୫/୦୬ମଧ୍ୟେ,ବିଶୁଦ୍ଧ ଅମୃତ […]

ସତ ପୋଲିସ ଦେଖି ମିଛ ପୋଲିସ ଛାନିଆ

ଭୁବନେଶ୍ୱର,୯।୧୨(ଏସଏସନିଉଜ) ଚନ୍ଦକା ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରୋକି ପୋଲିସ ପୋଷାକ ପିନ୍ଧି ଦାଦାବଟି ମାଗୁଥିଲେ। ଖବର ପାଇ ସତ ସତିକା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ମିଛ ପୋଲିସ ଓ ସହଯୋଗୀ ମାନେ ଫେରାର ହୋଇଯାଇଥିଲା।ପୋଲିସ ସେମାନଙ୍କ ପିଛା କରି ଘର ପାଖରୁ ଧରିବାକୁ ଉଦ୍ୟମ କରିବା ବେଳେ ପୋଲିସକୁ ଗୃହବନ୍ଦୀ ରଖି ମାରିବାକୁ ଉଦ୍ୟମ କରିଥିଲେ।ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ପହଞ୍ଚିବାରୁ ଗୃହ ବନ୍ଦିରୁ ପୋଲିସ ମୁକୁଳିବା ସହ ୭ଜଣଙ୍କୁ ଗିରଫ କରି ମୋଟରସାଇକେଲ, ଖଣ୍ଡା ସହିତ […]