ଆଜିର ରାଶିଫଳ
ମାର୍ଚ୍ଚମାସ ୦୬ତାରିଖ ୨୦୨୫ ମସିହା (ଗୁରୁବାର)ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୧୧/୦୧ ଗତେ ଅଷ୍ଟମୀ, ସୁର୍ୟୋଦୟ-ପ୍ରାତଃ ଘ୦୬/ ୦୭/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦ /୫୮,ଯୋଗିନୀ ବୟବ୍ୟେ ଦିବା ଘ୧୧/୦୧ ଗତେ ଐଶାନ୍ୟେ,ବିଛା ରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୧୧/୦୧ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୫୬ ଗତେ ଘ୦୫/୦୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୪ ଗତେ ଘ୦୩/୨୯ ମଧ୍ୟେ,ବିଶୁଦ୍ଧ […]