ଆଜିର ରାଶିଫଳ
ମାର୍ଚ୍ଚମାସ ୦୯ତାରିଖ ୨୦୨୬ମସିହା(ସୋମବାର)ଚୈତ୍ରମାସ-କୃଷ୍ଣପକ୍ଷ, ତିଥି-ଷଷ୍ଠୀ ରାତ୍ରି ଘ୧୧/୩୬ଗତେ ସପ୍ତମୀନକ୍ଷତ୍ର-ବିଶାଖା ଦିବାଘ୦୫/୦୧ ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃଘ୦୬/୦୫/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୨/୭,ଯୋଗିନୀ ପଶ୍ଚିମେ ରାତ୍ରିଘ୧୧/୩୬ଗତେ ବାୟବ୍ୟେ, ମିଥୁନରାଶିରଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ଦିବା ଘ୦୫/୦୧ମଧ୍ୟେ ଏକପାଦ ପୁଷ୍କରଦୋଷ କାଳବେଳା-ଦିବା ଘ୦୭/୩୦ ଗତେ ଘ୦୯/୦୦ ମଧ୍ୟେ,ବାରବେଳା-ଦିବା ଘ୦୨/୫୫ ଗତେ ଘ୦୪/୨୫ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୯ମଧ୍ୟେ ଓ ଘ୧୦/୫୩ଗତେ ଘ୦୧/୧୭ ମଧ୍ୟେ ଓ ରାତ୍ରି ଘ୦୬/୩୬ଗତେ ଘ୦୯/୦୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୬ଗତେ ଘ୦୫/୧୭ମଧ୍ୟେ ,ଅଦ୍ୟ ନିମ୍ବଭକ୍ଷଣ ନିଷେଧ। ମେଷ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି […]