ଆଜିର ରାଶିଫଳ
ମାର୍ଚ୍ଚମାସ ୧୧ତାରିଖ ୨୦୨୬ମସିହା (ବୁଧବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରିଘ୦୪/୪୩ଗତେ ନବମୀ,ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ୧୧/୦୨ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୬/୦୩/୩୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୨/ ୪୭,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୪/୪୩ଗତେ ପୂର୍ବେ,ତୁଳା ଓ କୁମ୍ଭ ରାଶିରଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା-ଦିବା ଘ୦୯/୦୦ଗତେ ଘ୧୦/୩୦ମଧ୍ୟେ,ବାରବେଳା- ଦିବା ଘ୧୧/୫୫ଗତେ ଘ୦୧/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୯ ମଧ୍ୟେ ଓ ଘ୦୧/୨୫ଗତେ ଘ୦୨/୦୩ମଧ୍ୟେ ଓ ରାତ୍ରି ଘ୦୬/୩୯ ଗତେ ଘ୦୯/୦୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୫ ଗତେ ଘ୦୫/ ୫୦ମଧ୍ୟେ ଓ ରାତ୍ରି ଘ୦୯/୦୪ଗତେ ଘ୧୦/୪୦ମଧ୍ୟେ,ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ। ମେଷ👉ବାଣିଜ୍ୟ,ବ୍ୟବସାୟରେ ଆୟ […]