ଆଜିର ରାଶିଫଳ
ମାର୍ଚ୍ଚମାସ ୧୯ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-କୃଷ୍ଣପକ୍ଷ, ତିଥି- ଅମାବାସ୍ୟା ଦିବା ଘ୦୬/୫୪ ଗତେ ପ୍ରତିପଦ,ନକ୍ଷତ୍ର- ପୂର୍ବଭାଦ୍ର ପ୍ରାତଃ ଘ୦୬/୦୨ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃଘ୦୫/୫୬/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୭,ଯୋଗିନି ଐଶ।ନ୍ୟେ ଦିବା ଘ୦୬/୫୪ ଗତେ ପୂର୍ବେ,ଧନୁରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ପ୍ରତିପଦ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୬/୦୨ମଧ୍ୟେ ଏକପାଦ ଓ ରାତ୍ରି ଘ୦୪/୫୪ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୫୫ଗତେ ଘ୦୫/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୧/୧୦ଗତେ ଘ୦୩/୩୪ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ର ବେଳ।-ଦିବା ଘ୦୭/୩୨ମଧ୍ୟେ ଓ ଘ୧୦/୪୪ଗତେ ଘ୦୧/୦୮ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ। […]