Browsing daily archive

March 19, 2026

ଆଜିର ରାଶିଫଳ

ମାର୍ଚ୍ଚମାସ ୨୦ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଦ୍ୱିତୀୟା ରାତ୍ରିଘ୦୨/୦୬ଗତେ ତୃତୀୟା,ନକ୍ଷତ୍ର-ରେବତୀ ରାତ୍ରି ଘ୦୩/୦୦ଗତେ ଅଶ୍ୱିନୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୫/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୪/୧୭,ଯୋଗିନୀ ଉତ୍ତରେ ରାତ୍ରି ଘ୦୦୨/୨୬ଗତେ ଅଗ୍ନିକୋଣେ,ଧନୁ ରାଶିରଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଦ୍ୱିତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୨/୨୬ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୦୮/୫୫ଗତେ ଘ୧୧/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୬ମଧ୍ୟେ ଓ ଘ୦୪/୨୫ଗତେ ଘ୦୫/୫୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୭/୨୭ଗତେ ଘ୦୮/୫୪ମଧ୍ୟେ ଓ ଘ୧୧/୫୭ଗତେ ଘ୦୧/୨୭ମଧ୍ୟେ,ଅଦ୍ୟ ବୋଇତି କଖାରୁ ଭକ୍ଷଣ ନିଷେଧ। ମେଷ👉ଆଜି ଶୁଭଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ।ବେୟ […]

ନୂଆପଡାରେ ହୀରାଖଣି ସନ୍ଧାନ

ଭୁବନେଶ୍ୱର,୧୯।୩(ଏସଏସନିଉଜ)ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର ମିଳିଛି। ନୂଆପଡା କାଲମିଦାଦରରେ ହୀରାପଥର ଥିବାର ଚିହ୍ନଟ ହୋଇଛି।ଜୁନାଗଡ ହିଞ୍ଜିଳିବାହାଲ- ଜିଲିଙ୍ଗିବାରରେ ମାଣିକ ଥିବାବେଳେଏବେ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ ହୋଇନି।ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ ତମ୍ବାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି। ମୟୂରଭଞ୍ଜ କୁଳିଅଣା ମଦନାସାହି-କାଞ୍ଜିଆରେ ତମ୍ବାପଥର ସହ ସୁନା ଥିବାର ଆକଳନ ହୋଇଛି।ବଂଶପାଳ ଗୋପୁର-ଜଳଡ଼ିହିରେ ସୁନାପଥରର ସନ୍ଧାନ ମିଳିଛି ବୋଲି ଗୃହରେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଲିଖିତ ଉତ୍ତରରେ […]