Browsing daily archive

March 22, 2026

ଆଜିର ରାଶିଫଳ

ମାର୍ଚ୍ଚମାସ ୨୩ତାରିଖ ୨୦୨୬ମସିହା(ସୋମବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ରାତ୍ରି ଘ୦୬/୪୮ଗତେ ଷଷ୍ଠୀ,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୯/୩୪ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୩/୪୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୬/୧୭,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୬/୪୮ଗତେ ପଶ୍ଚିମେ,ବିଛା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୮/୩୪ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୨୪ଗତେ ଘ୦୮/୫୫ମଧ୍ୟେ,ବାରବେଳା-ଦିବା ଘ୦୨/୫୪ଗତେ ଘ୦୫/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୨ମଧ୍ୟେ ଓ ଘ୧୦/୪୦ ଗତେ ଘ୦୧/୦୦ ମଧ୍ୟେ ଓ ରାତ୍ରି ଘ୦୬/୪୫ଗତେ ଘ୦୯/୦୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ବେଲ ରାତ୍ରି ଘ୦୬/୪୮ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ :-ଆଜି ଯାହା ହେଉନା କାହିଁକି […]

ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା […]

ହାଇୱା-ଟ୍ରକ୍ ମୁହାଁମୁହିଁ ଧକ୍କା,୨ଗୁରୁତର

ବାରଙ୍ଗ,୨୧।୩(ଏସଏସନିଉଜ)ଗୋଡ଼ିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ହାଇୱା ସହ ଟ୍ରକଟିର ମୁହାଁମୁହିଁ ଧକ୍କା ହୋଇଥିବାରୁ ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ,ଶୁକ୍ରବାର ବିଳମ୍ବିତ ରାତିରେ ଗୋଡ଼ିସାହି ପଟୁ ଗୋବିନ୍ଦପୁର ଅଭିମୁଖେ ଆସୁଥିବା ଓଆର ୧୯ ଇ ୮୭୧୧ ନମ୍ୱର ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଓଡ଼ି୩୩ ଏଡବ୍ଲୁ ୪୨୭୧ ନମ୍ୱର ଚିପ୍ସ ବୋଝେଇ ହାଇୱାର ଗୋବିନ୍ଦପୁର ଛକ ନିକଟରେ ମୁହାଁମୁହିଁ ଧକ୍କା […]