Browsing daily archive

March 25, 2026

ଆଇନଜୀବୀଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ବର,୨୫।୩(ଏସଏସନିଉଜ)ଅଶୋକନଗର ସ୍ଥିତ ବିଏମଏସ ସମ୍ମିଳନୀ କକ୍ଷରେ ଓଡ଼ିଶା ହିନ୍ଦୁ ଜାଗରଣମଞ୍ଚ ପକ୍ଷରୁ ରାଷ୍ଟ୍ରରଆଭ୍ୟନ୍ତରୀଣ ସୁରକ୍ଷାରେ ଆଇନଜୀବୀଙ୍କଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବରେ କମଳେସ୍ସିଂ,ହିନ୍ଦୁ ଜାଗରଣ ମଞ୍ଚରଅଖିଳ ଭାରତୀୟ ସହସଂଗଠନମନ୍ତ୍ରୀ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି , ଉଚ୍ଚ ନ୍ୟାୟାଳୟର ବରିଷ୍ଟଆଇନଜୀବୀ ତଥା ଓଡ଼ିଶା ଅଧିବକ୍ତା ପରିଷଦର ସଭାପତି ଅମିତାଭ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।ହିନ୍ଦୁ ଜାଗରଣମଞ୍ଚ ଓଡ଼ିଶା ପୂର୍ବପ୍ରାନ୍ତ ବିଧିସଂଯୋଜକ ଶ୍ରୀମନ୍ତ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୬ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଅଷ୍ଟମୀ ଦିବାଘ୧୨/୧୧ଗତେ ନବମୀ,ନକ୍ଷତ୍ର-ଆର୍ଦ୍ରା।ଅପରାହ୍ନ ଘ୦୫/୧୮ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃଘ୦୫/୫୧/୧୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୭/୦୭,ଯୋଗିନୀ ଐଶ।ନ୍ୟେ ଦିବାଘ୧୨/୧୧ଗତେପୂର୍ବେ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଅପରାହ୍ନଘ୦୫/୧୮ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓବାରବେଳା-ଦିବା ଘ୦୨/୫୫ ଗତେ ଘ୦୫/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୧/୦୪ଗତେ ଘ୦୩/୨୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୨୭ମଧ୍ୟେ ଓ ଘ୧୦/୪୦ଗତେ ଘ୦୧ /୦୩ମଧ୍ୟେ,ଅଦ୍ୟ ନଡ଼ିଆ ଦିବାଘ୧୨/୧୧ ଗତେ ଲାଉଭକ୍ଷଣ ନିଷେଧ। ମେଷ👉ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସି ମନେଇବେ।ବକେୟା ଅର୍ଥ […]

ଅଟୋଚାଳକ ଏକାଠି ହେଲେ, ଶପଥ ନେଲେ…

ଚନ୍ଦ୍ରଶେଖରପୁର,୨୫।୩(ଏସଏସନିଉଜ)ଭୁବନେଶ୍ୱର ଆରଟିଓ-୨ ଦ୍ଵାରା ଆୟୋଜିତ ଏକ ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖର ପୁର ସ୍ଥିତ ଯାନବାହାନ ପରୀକ୍ଷଣ କେନ୍ଦ୍ର ପରିସରରେ ବୁଧବାରଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ପ୍ରାୟ ୮୦ଜଣ ସ୍ମାର୍ଟସିଟି ଅଟୋଚାଳକ ଯୋଗଦେଇ ଥିଲେ।ସେମାନଙ୍କୁ ସଡ଼କସୁରକ୍ଷା ସଚେତନତା ସୃଷ୍ଟିକରିବା ,ଦୁର୍ଘଟଣା ପୀଡିତଙ୍କୁ ସାହାଯ୍ୟ କରିବା,ଟ୍ରାଫିକନିୟମ ମାନିବା ଓ ଅସୁବିଧାସମୟରେ ରାସ୍ତାରେ ଯିବା ବେଳେ ଭଲନାଗରିକ ଭାବେ ଜନସାଧାରଣଙ୍କପ୍ରତି ଥିବା କର୍ତ୍ତବ୍ୟଉପରେ ବୁଝାଯାଇଥିଲା।ଶେଷରେ ନିଜକର୍ତ୍ତବ୍ୟରୁ ପଛଘୁଞ୍ଚା ନହେବାପାଇ ସମସ୍ତେ ଶପଥ ନେଇଥିଲେ।ଏମଭିଆଇ ରବିନ୍ଦ୍ରନାଥଜେନା,ଟ୍ରାଫିକ୍ ଇନ୍ସପେକ୍ଟର-ସୁମନ୍ତପାତ୍ର,ଜୁନିୟର ଏମଭିଆଇ ଲୋକନାଥନାୟକ ଏବଂ ସ୍ମାର୍ଟସିଟି […]