Browsing daily archive

April 4, 2026

ଆଜିର ରାଶିଫଳ

ଏପ୍ରିଲମାସ ୦୫ତାରିଖ ୨୦୨୬ମସିହା(ରବିବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୧୨/୦୮ଗତେ ଚତୁର୍ଥୀ,ନକ୍ଷତ୍ର-ବିଶାଖା ରାତ୍ରିଘ୦୧/୦୨ ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃଘ୦୫/୪୧/୫୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୯/୦୭, ଯୋଗିନୀ ଅଗ୍ନିକୋଣେ ଦିବା ଘ୧୨/୦୮ଗତେ ନୈରୁତେ,ମେଷରାଶିର ଘାତବାର,ଚତୁର୍ଥୀର ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୧୩ଗତେ ଘ୦୧/୧୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୮ଗତେ ଘ୦୯/୪୧ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୯/୦୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୨୯ମଧ୍ୟେ ଓ ଘ୦୧/୧୯ ଗତେ ଘ୦୧/୪୧ ମଧ୍ୟେ ଓ ରାତ୍ରି ଘ୦୬/୪୫ଗତେ ଘ୦୭/୩୧ମଧ୍ୟେ,ଅଦ୍ୟ ପୋଟଳ ରାତ୍ରି ଘ୧୨/୦୮ଗତେ ମୂଳାଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର […]

ଚନ୍ଦକା ଆସିଲା ଉଦ୍ଧାର ହାତୀଛୁଆ

ଭୁବନେଶ୍ୱର,୩।୪(ଏସଏସନିଉଜ)ଚନ୍ଦକା ଆସିଲା ଉଦ୍ଧାର ହୋଇଥିବା ୩ ମାସର ମାଇହାତୀଛୁଆ।ନୟାଗଡ଼ ଜିଲ୍ଲା ରଣପୁର ରେଞ୍ଜ ପାଇକଭୂଇଁ ଜଙ୍ଗଲରେ ଥିବା ଏକ ଖୋଲାକୂଅରେ ହାତୀଛୁଆଟି ଖସିପଡ଼ିଥିଲା। ୧୭ ଟିକିଆ ହାତୀପଲଙ୍କ ସହ ଜଙ୍ଗଲରେ ବୁଲୁଥିବାବେଳେ ପାଣି ପିଇବା ବେଳେ ଖାଲରେ ଖସି ପଡ଼ିଥିଲା।ବହୁକଷ୍ଟରେ ଜେସିବି ସାହାଯ୍ୟରେ ବନବିଭାଗ ହାତୀଛୁଆକୁ ଉଦ୍ଧାର କରିଥିଲେ।କିନ୍ତୁ ଉଦ୍ଧାରପରେ ମଣିଷରସ୍ପର୍ଶ ପାଇଥିବାରୁ ମାଆ ଛୁଆହାତୀକୁ ଆଉ ଗ୍ରହଣକରିନଥିଲା।ବନବିଭାଗ ବହୁଚେଷ୍ଟା ସତ୍ତ୍ଵେ ହାତୀଛୁଆକୁ ଦଳ ଓ ମାସହ ମିଶାଇବାରେ ବିଫଳ ହୋଇଥିଲା।ଫଳର ହାତୀଛୁଆର ଚିକିତ୍ସା ଓ ଲାଳନପାଳନ […]