ଆଜିର ରାଶିଫଳ
ଏପ୍ରିଲମାସ ୦୮ତାରିଖ ୨୦୨୬ମସିହା(ବୁଧବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରିଘ୦୭/୩୪ଗତେ ସପ୍ତମୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବାଘ୦୭/୦୬ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୩୯/୩୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୦/୧୭, ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୩୪ଗତେ ଗତେ ବାୟବ୍ୟେ,କର୍କଟରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୭/୩୪ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୮/୪୪ ଗତେ ଘ୧୦/୧୭ମଧ୍ୟେ,ବାରବେଳା-ଦିବା ଘ୧୧/୪୮ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୬ମଧ୍ୟେ ଓ ଘ୦୧/୨୦ ଗତେ ଘ୦୧/୪୧ ମଧ୍ୟେ ଓ ରାତ୍ରି ଘ୦୬/୩୯ ଗତେ ଘ୦୯/୧୨ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୩ଗତେ ଘ୦୬/୦୦ ମଧ୍ୟେ ଓ ରାତ୍ରି ଘ୦୯/୧୩ ଗତେ […]