ପୂର୍ବ ବିବାଦକୁ ପାଇଁ ଫାଟିଲା ମୁଣ୍ଡ
ମେଣ୍ଢାଶାଳ,୮।୪(ଏସଏସନିଉଜ) ପୂର୍ବ ବିବାଦକୁ କେନ୍ଦ୍ର କରି ଏକ ଘରୋଇ ପରିବହନ କମ୍ପାନୀ ଫାଟକ ଆଗରେ ମାରଧର ହୋଇ ମୁଣ୍ଡ ଫଟାଫଟି ହେବା ଘଟଣାରେ ଚନ୍ଦକା ପୋଲିସ ଦୁଇଟି ମକଦ୍ଦମା ରୁଜୁ କରି ୫ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ମେଣ୍ଢାଶାଳ ଗ୍ରାମରଅମିତ କୁମାର ପାଣ୍ଡବ(୨୩)ସୋମନାଥ ଭୋଇ(୨୨) ଓ ଓମ୍ ପ୍ରକାଶ ପାତ୍ର(୨୧) ଗିରିଙ୍ଗାପୁଟ ଗ୍ରାମର ଦୀପକ ସାହୁ(୩୨) ଓ ଚକ୍ରଧର ବେହେରା(୪୬)। ପ୍ରକାଶଯେ, ଗିରିଙ୍ଗାପୁଟ ଗ୍ରାମର ଚନ୍ଦ୍ରକାନ୍ତ ବେହେରା କରିଥିବା ଅଭିଯୋଗ ଅନୁଯାୟୀ ଗାଁ […]