ଖରା ପାଇ କଟକଜିଲ୍ଲାର ସମସ୍ତ ସ୍କୁଲ ଛୁଟି
କଟକ,୨୦।୪(ଏସଏସନିଉଜ)ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେରଖି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀବିଦ୍ୟାଳୟ,ଅଙ୍ଗନବାଡି କେନ୍ଦ୍ରଗୁଡିକ ଚଳିତ ଅପ୍ରେଲମାସ ୨୧.୦୪.୨୦୨୬ତାରିଖଠାରୁ ୨୩.୦୪.୨୦୨୬ ରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତିବୋଲି ଜିଲ୍ଲାପ୍ରଶାସନପକ୍ଷରୁ ସୂଚନା ପ୍ରଦାନ କରାଯାଇଛି,ଏଥିସହିତ ଆବଶ୍ୟକସ୍ଥଳେ ବିଦ୍ୟାଳୟତରଫରୁ ଅନଲାଇନ୍ ଶିକ୍ଷାଦାନ କରାଯାଇପାରିବ ଏବଂ ଏହିସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହାସହ ଜିଲ୍ଲାର ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜଗୁଡ଼ିକ ମଧ୍ୟ ଉକ୍ତ ସମୟ ମଧ୍ୟରେ ବନ୍ଦରହିବ।ତେବେ,ପୂର୍ବନିର୍ଦ୍ଧାରିତ […]