ଆଜିର ରାଶିଫଳ
ମଇମାସ୦୧ତାରିଖ ୨୦୨୬ମସିହା(ଶୁକ୍ରବାର)ଶ୍ରମିକଦିବସ,ବୁଦ୍ଧଜୟନ୍ତୀ, ଚନ୍ଦନପୂର୍ଣ୍ଣିମା,ତିଥି-ପୂର୍ଣ୍ଣିମା ରାତ୍ରିଘ୧୦/୪୪ଗତେ ପ୍ରତିପଦ,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୦୫/୦୬ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୦୪,ଯୋଗିନୀ ବାୟବ୍ୟେ ରାତ୍ରିଘ୧୦/୪୩ ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୧ଗତେ ଘ୧୧/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୦ମଧ୍ୟେ ଓ ଘ୦୭/୪୬ଗତେ ଘ୦୮/୩୦ମଧ୍ୟେ ଓ ଘ୧୨/୪୫ଗତେ ଘ୦୨/୧୪ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୧୦/୫୫ଗତେ ଘ୧୧/୪୮ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୧୦/୪୨ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକି ରହିଥିବାକାମ ସମ୍ପୂର୍ଣ୍ଣ […]