ଆଜିର ରାଶିଫଳ
ମଇମାସ ୧୮ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ଦ୍ୱିତୀୟା ରାତ୍ରି ଘ୦୬/୦୩ ଗତେ ତୃତୀୟା,ନକ୍ଷତ୍ର- ରୋହିଣୀ ଦିବା ଘ୧୨/୧୪ ଗତେ ମୃଗଶିରା,ଚନ୍ଦ୍ର-ବୃଷ ରାତ୍ରି ଘ୧୦/୪୮ଗତେ ମିଥୁନ,ସୁର୍ୟୋଦୟ-ପ୍ରାତଃଘ୦୫/୧୫/୦୭,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୩/୪୭,ଯୋଗିନୀ ଉତ୍ତରେ ରାତ୍ରି ଘ୦୬/୦୩ ଗତେ ଅଗ୍ନିକୋଣେ,ମିଥୁନରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର, ଦ୍ୱିତୀୟା ରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୬/୦୩ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୬/୫୦ଗତେଘ୦୮/୨୮ମଧ୍ୟେ,ବାରବେଳା-ଦିବା ଘ୦୨/୫୭ ଗତେ ଘ୦୪/୩୬ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୨୯ ଗତେ ଘ୧୦/୦୨ମଧ୍ୟେ ଓ ରାତ୍ରୀ ଘ୦୯/୨୭ଗତେ ଘ୧୨/୩୫ ମଧ୍ୟେ ଓ ରାତ୍ରି ଘ୦୨/୧୦ଗତେ ଘ୦୩/୫୪ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୩୮ଗତେ […]