ଆଜିର ରାଶିଫଳ
ମଇମାସ ୨୬ତାରିଖ ୨୦୨୬ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ, ତିଥି- ଏକାଦଶୀ,ନକ୍ଷତ୍ର-ହସ୍ତା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୧୭,ଯୋଗିନୀ ଅଗ୍ନିକୋଣେ,ମକର ରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୨୪ ଗତେ ଘ୦୩/୦୨ମଧ୍ୟେ,ବାରବେଳା-ଦିବା ଘ୦୬/୫୦ଗତେ ଘ୦୮/୨୮ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୯ ମଧ୍ୟେ ଓ ଘ୦୯/୧୩ଗତେ ଘ୧୧/୩୮ ମଧ୍ୟେ ଓ ଘ୦୩/୦୩ଗତେ ଘ୦୩/୩୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୩୮ଗତେ ଘ୦୪/୨୫ମଧ୍ୟେ ଓ ରାତ୍ରି ଘ୦୮/୪୦ଗତେ ଘ୧୦/୧୫ ମଧ୍ୟେ,ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବାଆସିବା ସମୟରେ […]