Browsing daily archive

June 20, 2026

ଆଜିର ରାଶିଫଳ

ଜୁନ୍ ମାସ ୨୧ତାରିଖ ୨୦୨୬ମସିହା (ରବିବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ, ତିଥି-ସପ୍ତମୀ ଦିବା ଘ୦୩/୦୪ ଗତେ ଅଷ୍ଟମୀ,ନକ୍ଷତ୍ର- ପୂର୍ବା ଫାଃ ଦିବା ଘ୦୯/୫୫ ଗତେ ଉତ୍ତରା ଫାଃ,ଚନ୍ଦ୍ର- ସିଂହ ଦିବା ଘ୦୪/୦୪ ଗତେ କନ୍ୟା,ସୁର୍ୟୋଦୟ- ପ୍ରାତଃ ଘ୦୫/୧୩/୧୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୫/୧୭,ଯୋଗିନୀ ବାୟବ୍ୟେ ଦିବା ଘ୦୩/୦୪ ଗତେ ଐଶ।ନ୍ୟେ, ମେଷରାଶିର ଘାତବାର,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ଦିବା ଘ୦୯/୫୫ ଗତେ ତ୍ରୀ ପାଦ ଦିବା ଘ୦୩/୦୪ ଗତେ ଦ୍ଵିପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- […]

ସାଟେଲାଇଟ୍ ସେଣ୍ଟର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୯।୬(ଏସଏସନିଉଜ)ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ହସ୍ପିଟାଲ ପରିସରରେ ଭୁବନେଶ୍ବର ଏମ୍ସ ସାଟେଲାଇଟ ସେଣ୍ଟର ଉଦଘାଟନ କଲେ । ମାଗଣା ସ୍ବାସ୍ଥ୍ୟ ଶିବିରକୁ ମଧ୍ୟ ଉଦଘାଟନ କରିଛନ୍ତି ।

ପୁଣି BJDରେ ମିଶିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୧୯।୬(ଏସଏସନିଉଜ)ବୁଗୁଡ଼ା ରାଜନୀତିରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି।ବିଜେପି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷା।BJP ଛାଡ଼ି ପୁଣି BJDରେ ମିଶିଲେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରି।ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା କହି ବିଜେପି ଛାଡ଼ିଲେ।

ଭିଜିଲାନ୍ସ ଜାଲରେ ମହିଳା JE

ଜଗତସିଂହପୁର,୧୯।୬(ଏସଏସନିଉ ଜ) ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ।ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧିନରେ ଥିବା ଜିଇଡି JE ସୋମା ଦାସ ଗିରଫ ହୋଇଛନ୍ତି। ରୋହିଆ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ବିଲ୍‌ ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

କାଲି ଏନ୍‌ଟିଏର ମକ୍‌ ଡ୍ରିଲ୍‌

ଭୁବନେଶ୍ୱର,୧୯।୬(ଏସଏସନିଉଜ)ଆସନ୍ତାକାଲି ସାରାଦେଶରେ ଏନ୍‌ଟିଏର ମକ୍‌ ଡ୍ରିଲ୍‌ ହେବାକୁ ଯାଉଛି।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମକ୍‌ ଡ୍ରିଲ୍‌।ଆସନ୍ତା ୨୧ ତାରିଖରେ ନିଟ୍‌ ୟୁଜି-୨୦୨୬ ପୁନଃପରୀକ୍ଷା।୫ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେବେ ୨୩ ଲକ୍ଷ ପରୀକ୍ଷାର୍ଥୀ।୨ ଲକ୍ଷ ପୋଲିସ୍‌ ଓ ୧୫ ହଜାର ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ।ମୋଟ୍‌ ୧.୫ ଲକ୍ଷ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି।

ଆଜିର ରାଶିଫଳ

ଜୁନ୍ ମାସ ୨୦ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ, ତିଥି- ଷଷ୍ଠୀ ଦିବା ଘ୦୩/୩୫ ଗତେ ସପ୍ତମୀ,ନକ୍ଷତ୍ର- ମଘା ଦିବା ଘ୦୯/୫୪ ଗତେ ପୂର୍ବା ଫାଃ,ସୁର୍ୟୋଦୟ- ପ୍ରାତଃ ଘ୦୫/୧୩/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୯,ଯୋଗିନୀ ପଶ୍ଚିମେ ଦିବା ଘ୦୩/୩୫ ଗତେ ବାୟବ୍ୟେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, କର୍କଟ ଓ ମକରରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମୃତେ ଏକପାଦ ଓ ଦିବା ଘ୦୩/୩୫ଗତେ ଦ୍ଵିପାଦ ପୁଷ୍କରଦୋଷ, କାଳବେଳା-ଦିବା ଘ୦୬/୫୦ ମଧ୍ୟେ ଓ ଦିବା ଘ୦୪/୪୪ ଗତେ ଘ୦୬/୨୫ମଧ୍ୟେ,ବାରବେଳା- ଦିବା ଘ୦୧/୨୫ ଗତେ […]