ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ ଯୁବତୀ
କଟକ, ୨୦।୬(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଜଣେ ଯୁବତମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀ ଜଣକ ହେଉଛନ୍ତି ଚଣ୍ଡିପ୍ରସାଦ ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ଝିଅ କସ୍ତୁରୀ ବେହେରା (୨୬) । ପ୍ରକାଶ ଯେ, ଚଣ୍ଡୀପ୍ରସାଦ ଗ୍ରାମର କାହ୍ନୁ ଚରଣ ବେହେରା ପ୍ରଚୁର ପରିମାଣର ମଦ୍ୟପାନ କରୁଥିବାରୁ ପରିବାର ଲୋକ ଅତିଷ୍ଟ ହୋଇ ଗତ ଦୁଇଦିନ ତଳେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ଏହାକୁ ନେଇ ମଦ୍ୟପ ବାପା ଶନିବାର ଘରେ […]