Browsing daily archive

June 27, 2026

ଆଜିର ରାଶିଫଳ

ଜୁନ୍ ମାସ ୨୮ ତାରିଖ ୨୦୨୬ ମସିହା (ରବିବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୩/୧୧ ଗତେ ପୂର୍ଣ୍ଣିମା,ନକ୍ଷତ୍ର- ଜ୍ୟେଷ୍ଠ। ରାତ୍ରି ଘ୦୧/୫୮ ଗତେ ମୂଳା,ସୁର୍ୟୋଦୟ- ପ୍ରାତଃ ଘ୦୫/୧୪/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୮,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୩/୧୧ ଗତେ ବାୟବ୍ୟେ,ମେଷ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୩୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ଗତେ ଘ୦୯/୧୫ […]

ସୁଧ ବେପାରୀଙ୍କୁ ଧରିଲା ପୋଲିସ

ଗଞ୍ଜାମ,୨୭।୬(ଏସଏସନିଉଜ)ଆସିକା ପୋଲିସ ଦ୍ଵାରା ଜଣେ ସୁଧ ବେପାରି ଗିରଫ ହୋଇଥିବାର ଜଣାପଡିଛି । ଗିରଫ ହୋଇଥିବା ସୁଧ ବେପାରି ଜଣକ ଲକ୍ଷ୍ମଣ ପାଣି ବୋଲି ଜଣାପଡିଥିବା ବେଳେ ତା ଘର ମାମୁଁଡିହ ଗ୍ରାମରେ ବୋଲି ଜଣାପଡିଛି । ସୁଧ ବେପାରି ଲକ୍ଷ୍ମଣ ପାଣି ଗଲା ଅନେକ ବର୍ଷ ହେବ ନିଜ ଅଂଚଳରେ ଲୋକ ମାନଙ୍କୁ କମ ଟଙ୍କା ଦେଇ ଅଧିକ ସୁଧ ଅ।ଦାୟ କରୁଥିଲା । ଏଥିସହ ଲୋକଙ୍କ ଘର ଜମିବାଡି , ଗାଡି ଓ ମୋବାଇଲ […]