ଆଜିର ରାଶିଫଳ
ଜୁଲାଇ ମାସ ୦୨ ତାରିଖ ୨୦୨୬ ମସିହା (ଗୁରୁବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଦ୍ୱିତୀୟା ଦିବା ଘ ୦୯/୪୮ ଗତେ ତୃତୀୟା,ନକ୍ଷତ୍ର- ଉତ୍ତରାଷ।ଢ଼ା ଦିବା ଘ ୧୦/୨୦ ଗତେ ଶ୍ରାବଣ।,ସୁର୍ୟୋଦୟ- ପ୍ରାତଃ ଘ୦୫/୧୫/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୩୯,ଯୋଗିନୀ ଉତ୍ତରେ ଦିବା ଘ ୦୯/୪୮ ଗତେ ଅଗ୍ନିକୋଣେ,ତୁଳା ଓ କୁମ୍ଭ ରାଶିର ଘାତବାର, ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵୀପାଦ ଓ ଦିବା ଘ ୦୯/୪୮ ଗତେ ଦିବା ଘ ୧୦/୨୦ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା ଓ ବାରବେଳା- ଦିବା […]