ଆଜିର ରାଶିଫଳ
ଜୁଲାଇ ମାସ ୦୪ତାରିଖ ୨୦୨୬ମସିହା(ଶନିବାର)ଆଷାଢ଼ମାସ- କୃଷ୍ଣପକ୍ଷତିଥି-ଚତୁର୍ଥୀ ଦିବା ଘ ୧୨/୩୯ଗତେ ପଞ୍ଚମୀ,ନକ୍ଷତ୍ର- ଧନିଷ୍ଟା ଦିବାଘ ୦୨/୨୪ ଗତେ ଶତଭିଶା,ସୁର୍ୟୋଦୟ- ପ୍ରାତଃ ଘ୦୫/୧୬/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୪୯,ଯୋଗିନୀ ନୈରୁତେ ଦିବା ଘ୧୨/୩୯ଗତେ ଦକ୍ଷିଣେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ଚତୁର୍ଥୀର ଏକୋଦିଷ୍ଟ ଓ ପଞ୍ଚମୀର ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୫ମଧ୍ୟେ ଓ ଘ୦୪/୪୫ଗତେ ଘ୦୬/୨୫ମଧ୍ୟେ,ବାରବେଳା-ଦିବା ଘ୦୧/୨୮ଗତେ ଘ୦୩/୦୯ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୭/୧୫ଗତେ ଘ୦୮/୦୨ମଧ୍ୟେ ଓ ରାତ୍ରି ଘ୧୨/୦୨ଗତେ ଘ୦୨/୦୮ମଧ୍ୟେ ଓ ରାତ୍ରି ଘ୦୨/୨୬ଗତେ ଘ୦୪/୦୧ […]