ଆଜିର ରାଶିଫଳ
୨୦୨୬ମସିହା,ଜୁଲାଇମାସ,୧୪ତାରିଖ,ମଙ୍ଗଳବାର।ଆଷାଢ଼ ଅମାବାସ୍ୟା, ଶ୍ରୀଜୀଉଙ୍କର ନେତ୍ରୋତ୍ସବ,ନବଯୌବନଦର୍ଶନ,ଗୋସହସ୍ରୀ ଗଙ୍ଗାସ୍ନାନ, ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ।ବିବିଧ-ସ୍ତ୍ରୀ ତୈଳବର୍ଜ୍ଜନ,ହଳ ନିଷେଧ ।ଋତୁ-ଗ୍ରୀଷ୍ମ ଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଉତ୍ତରାୟଣ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୯/୧୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୧୫,ଆଷାଢ଼ମାସ,କୃଷ୍ଣପକ୍ଷ, ଭୌମବାସ,ତିଥି-ଅମାବାସ୍ୟା ଦିବା ଘ୩/୩୬ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍ । ନକ୍ଷତ୍ର-ପୁନର୍ବସୁ ନକ୍ଷତ୍ର ରାତ୍ରି ଘ୧/୨ମିପର୍ଯ୍ୟନ୍ତ ।କରଣ- ଚତୁଷ୍ପଦକରଣ ପ୍ରାତଃଘ୫/୨୭ମିପର୍ଯ୍ୟନ୍ତ ତଦନ୍ତେ ନାଗକରଣ ଦିବା ଘ୩/୩୬ମି ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଐଶାନ୍ୟକୋଣରେ,ଦିବା ଘ୩/୩୬ମି ପରେ ପୂର୍ବ ଦିଗରେ,ପକ୍ଷାନ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ । ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି […]