ଆଜିର ରାଶିଫଳ
୨୦୨୬ମସିହା,ଜୁଲାଇମାସ,୧୭ତାରିଖ,ଶୁକ୍ରବାର।ଦକ୍ଷିଣାୟନ କର୍କଟସଂକ୍ରାନ୍ତି, ଶ୍ରୀମନ୍ଦିରେଦକ୍ଷିଣାୟନ ବନ୍ଦାପନା,ଗୁର୍ବାଦିତ୍ୟ,ଅଦ୍ୟ ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା ହୋମଦାନ,କର୍କଟସଂକ୍ରାନ୍ତି ତତବିହିତ ଗ୍ରହପୂଜା ହୋମଦାନାଦି, ମାସିକ ଗଣେଶଚତୁର୍ଥୀ,ବାରିପଦାରେ ଓ ଜୟପୁରରେ ରଥଟଣା ଓ ଯାତ୍ରା ।ବିବିଧ- ହଳନିଷେଧ,ସ୍ତ୍ରୀତୈଳ ବର୍ଜ୍ଜନ।ଦିବା ଘ୯/୧ମିଠାରୁ ଦିବାଘ୧୧/୫୩ମି ପର୍ଯ୍ୟନ୍ତ ସଂକ୍ରାନ୍ତି,ସାଧାରଣପୁଣ୍ୟକାଳଃ ।ଋତୁ-ବର୍ଷା ଋତୁର (ପ୍ରଥମ ମାସ) ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୦/୨୨🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୫/୧,ଆଷାଢ଼ମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି-ତୃତୀୟା ପ୍ରାତଃ ଘ୬/୧୬ମି ପର୍ଯ୍ୟନ୍ତତଦନ୍ତେ ଚତୁର୍ଥୀ କ୍ଷୟ ରାତ୍ରିଘ୪/୧୭ମିପର୍ଯ୍ୟନ୍ତ ।ଚନ୍ଦ୍ରଶୁଦ୍ଧି-ମେଷ, ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-କର୍କଟ ଓ ମକରରାଶିର ଘାତଚନ୍ଦ୍ର ।ଘାତବାର-ବିଛା,ଧନୁ ଓ ମୀନ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ […]