ଆଜିର ରାଶିଫଳ
ଜୁଲାଇମାସ ୩୧ତାରିଖ ୨୦୨୬ମସିହା (ଶୁକ୍ରବାର)ଶ୍ରାବଣମାସ-କୃଷ୍ଣପକ୍ଷ ,ତିଥି-ଦ୍ୱିତୀୟା ରାତ୍ରିଘ୧୦/୩୦ ଗତେ ତୃତୀୟା,ନକ୍ଷତ୍ର-ଧନିଷ୍ଟା ରାତ୍ରି ଘ ୦୮/୦୮ଗତେ ଶତଭିଷା ,ସୂର୍ୟୋଦୟ-ପ୍ରାତଃ ଘ୦୫/୨୬/୩୨ ,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୬/୨୧/୪୦,ଯୋଗିନୀ ଉତ୍ତରେ ରାତ୍ରିଘ୧୦/୩୦ଗତେ ଅଗ୍ନିକୋଣେ,ସିଂହ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର ,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ରାତ୍ରି ଘ୧୦/୩୦ମଧ୍ୟେ ଏକପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୫୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୭/୦୨ ମଧ୍ୟେ ଓ ଘ୦୭/୫୦ ଗତେ ଘ୦୮/୩୮ ମଧ୍ୟେ ଓ ଘ୧୨/୩୮ଗତେ ଘ୦୨/୧୫ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର […]