Browsing daily archive

August 2, 2026

ହୀରାକୁଦ ପାଇଁ ବଡ଼ ବନ୍ୟା ଟଳିଗଲା

ଭୁବନେଶ୍ୱର,୧।୮(ଏସଏସନିଉଜ)ଆଗକୁ ବର୍ଷା ନହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।୨ଦିନ ତଳେ ପିକ୍‌ ଫ୍ଲଡ୍‌ ଥିଲା, ହୀରାକୁଦ ବନ୍ଧ ବଡ଼ ବନ୍ୟାକୁ ରୋକିଲା।ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପରମୁଣ୍ଡରୁ ପାଣି କମିଛି।ହୀରାକୁଦର ଖୋଲାଥିବା ୨୨ଟିଗେଟ୍‌ ୨ଦିନ ଯାଏଁ ବନ୍ଦ ହେବନି।ମୁଣ୍ଡଳୀରେ ଏବେ ଆଦୌ ବନ୍ୟାସ୍ଥିତି ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାଉତ।ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି।ଛତିଶଗଡ଼ […]