Browsing daily archive

August 16, 2026

ଆଜିର ରାଶିଫଳ

୨୦୨୬ ମସିହା, ଅଗଷ୍ଟ ମାସ, ୧୭ ତାରିଖ, ସୋମବାର,ସିଂହ ସଂକ୍ରାନ୍ତି, ତଦ୍ ବିହିତ ଉପବାସ ଗ୍ରହପୂଜା ହୋମ ଓ ଦାନାଦି, ସୂର୍ଯ୍ୟୋଦୟ ରୁ ଦିବା ଘ୧୦/୫୮ମି ମଧ୍ୟେ ସଂକ୍ରାନ୍ତିର ପୁଣ୍ୟକାଳଃ । ଦିବା ଘ୧୦/୫୮ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୁଣ୍ୟକାଳଃ ।ବିବିଧ- ହଳ ନିଷେଧ, ସ୍ତ୍ରୀତୈଳ ବର୍ଜ୍ଜନ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୦/୨୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୧୦/୨୭ ଶ୍ରାବଣ ମାସ,ଶୁକ୍ଳପକ୍ଷ,ଚନ୍ଦ୍ର ବାସ,ତିଥି- ପଞ୍ଚମୀ ଦିବା ଘ୪/୨୦ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଚିତ୍ରା ନକ୍ଷତ୍ର ରାତ୍ରି ଘ୪/୫୮ମି ପର୍ଯ୍ୟନ୍ତ ତଦନ୍ତେ […]

୮୦ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର,୧୫।୮(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ କ୍ଲବ୍ ସଭାପତି ଲିଙ୍ଗରାଜ ରାଉତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ପ୍ରକାଶ ସାହୁ,କୃଷ୍ନଚ ନ୍ଦ୍ର ସ୍ୱାଇ,ଦେବରାଜ ସାହୁ,ଅଜୟ ରାଉତ, କମଳା କାନ୍ତ ନାୟକ,ସେଖ ମୁନାବ,ଲୋଚନ ମୁଦୁଲି,,ସନ୍ତୋଷ ମଲ୍ଲିକ,ଗୌତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବେ ମୁଣ୍ଡଳୀ ସ୍ତିତ ଏନଡିଆରଏଫ, ମୁଣ୍ଡଳୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ଦେଶଭକ୍ତିର ଭାବନା ସହିତ ପାଳିତ ହୋଇଯାଇଛି। […]