Browsing daily archive

August 18, 2026

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧୯ତାରିଖ,ବୁଧବାର।ଗୋସ୍ବାମୀ ତୁଳସୀଦାସ ଜୟନ୍ତୀ ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୧/ ୧୩🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୯/୧୫ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି-ସପ୍ତମୀ ସନ୍ଧ୍ୟା ଘ୬/୪୨ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ.ନକ୍ଷତ୍ର- ସ୍ବାତୀ ନକ୍ଷତ୍ର ମଳ ପ୍ରାତଃଘ୬/୫୧ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର ।ବ୍ରହ୍ମଯୋଗ ରାତ୍ରି ଘ୪/୩୪ମିପର୍ଯ୍ୟନ୍ତ ତଦନ୍ତେ ଇନ୍ଦ୍ରଯୋଗ,କରଣ-ଗରକରଣ ପ୍ରାତଃ ଘ୫/ ୪୧ମିପର୍ଯ୍ୟନ୍ତ ତଦନ୍ତେ ବାଣିଜ୍ୟକରଣ ସନ୍ଧ୍ୟା ଘ୬/୪୨ମି ପର୍ଯ୍ୟନ୍ତ.ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ,ସନ୍ଧ୍ୟା ଘ୬/୪୨ମି ପରେ ଐଶାନ୍ୟକୋଣରେ,ଅଗନ୍ତବ୍ୟ ତିଥି ଓ ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋ ଦୟ ରୁ ସନ୍ଧ୍ୟା ଘ୬/୪୨ମିମଧ୍ୟେ ଯାତ୍ରାଶୁଭ,ବାୟୁକୋଣ,ପଶ୍ଚିମଦିଗ ଓ ନୈର୍ଋତ କୋଣକୁ ତ୍ୟାଗକରି […]