ଆଜିର ରାଶିଫଳ
ଅଗଷ୍ଟ ମାସ ୨୦ ତାରିଖ ୨୦୨୬ ମସିହା (ଗୁରୁବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୮/୪୪ ଗତେ ନବମୀ, ନକ୍ଷତ୍ର-ବିଶାଖା ଦିବା ଘ୦୯/୧୯ ଗତେ ଅନୁରାଧା,ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୫୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୯/୫୨,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୮/୪୪ ଗତେ ପୂର୍ବେ,ତୁଳା ଓ କୁମ୍ଭରାଶିର ଘାତବାର,ମୃତେ ଦିବା ଘ୦୯/୧୯ଗତେ ଏକପାଦ ପୁଷ୍କର ଦୋଷ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୮ ଗତେ ଘ୦୬/୧୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୧/୨୨ ଗତେ ଘ୦୩/୪୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୦୭ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/୪୪ […]