Browsing daily archive

August 21, 2026

ଆଜିର ରାଶିଫଳ

୨୦୨୬ ମସିହା,ଅଗଷ୍ଟମାସ,୨୨ତାରିଖ,ଶନିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରା ଅଧିବାସ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ) ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୨୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୭/୨୬,ଶ୍ରାବଣମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୧/୪୬ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ.ନକ୍ଷତ୍ର-ଜ୍ୟେଷ୍ଠା ନକ୍ଷତ୍ର ଦିବା ଘ୩/୧୮ମିପର୍ଯ୍ୟନ୍ତ ତଦନ୍ତେ ମୂଳାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ,ରାତ୍ରି ଘ୧/୪୬ମି ପରେ ଆଗ୍ନେୟ କୋଣରେ । ଶନିବାର,ବୈଧୃତିଯୋଗ ଓ ପାପସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ, ଚନ୍ଦ୍ରଶୁଦ୍ଧି- ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ଦିବା ଘ୩/୧୮ମିପରେ ମେଷ,ମିଥୁନ,କର୍କଟ,ସିଂହ, ବିଛା,ଧନୁ ଓ ମୀନ […]

ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧।୮(ଏସଏସନିଉଜ)ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି।୮୮ ବର୍ଷ ବୟସରେ ଆଖିବୁଜିଲେ ପ୍ରଣବ ପଟ୍ଟନାୟକ।ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଛି।ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷଦର୍ଶନ କରୁଛନ୍ତି।ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି ପ୍ରଣବ।ରୂପସୀ ରାଣୀ ଗୋ ମୋର, ଏମିତି ରାତି ସେ ଯେ ଅଭୁଲା ସ୍ମୃତି ଆଦି ଗୀତ ଆଜି ବି ଗୁଞ୍ଜରଣ ସୃଷ୍ଟି କରୁଛି।

ନିଶା ମୁକ୍ତ ସମାଜ ଗଠନ ପାଇଁ ଆଲୋଚନା କଲେ

କଟକ,୨୦।୮(ଏସଏସନିଉଜ)ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ଆୟୁର୍ବେଦମହାବିଦ୍ୟାଳୟ ଏବଂ ବାରଙ୍ଗ ମଧୁବନସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ଅନୁଷ୍ଠାନ ମୁଖ୍ୟ ବ୍ରହ୍ମାକୁମାରୀ ସ୍ନେହଲତା, କାଜଲଭଉଣୀ, ସ୍ମୃତି ଭଉଣୀ ଏବଂ ମହେନ୍ଦ୍ରଭାଇ, ମହାଦେବଭାଇ ପ୍ରମୁଖ ଯୋଗଦେଇ ନିଶା ବିରୋଧୀ ଜନ ସଚେତନତା ସୃଷ୍ଟିପାଇଁ ଛାତ୍ରଛାତ୍ରୀମାନଙ୍କୁ […]

ନନ୍ଦନକାନନରେ ମୃତ୍ୟୁର ହ୍ୟାଟ୍ରିକ୍

ଭୁବନେଶ୍ୱର, ୨୦|୮(ଲିଙ୍ଗରାଜ ରାଉତ)ରାଜ୍ୟର ଗର୍ବ ଓ ଗୌରବ ସାଜିଥିବା ନନ୍ଦନକାନନରେ ବାଘ ଛୁଆ ପ୍ରିନ୍ସ,ବ୍ଲାକ୍ ବକ୍ ମୃତ୍ୟୁ ପରେ ଆଜି ପୁଣି ଏକ ଜଳହସ୍ତୀର ମୃତ୍ୟୁ ହୋଇଛି।ଗୋଟିଏ ସପ୍ତାହ ଭିତରେ ୩ଟି ଜନ୍ତୁଙ୍କ ମୃତ୍ୟୁ ଜନ୍ତୁ ବିଭାଗର ପରିଚାଳନାଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ଜଳହସ୍ତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା।ଏସିଏଫ୍ ଡା. ରୁଦ୍ର ରଥଙ୍କ ତତ୍ୱାବଧାନରେ ଡାକ୍ତରୀଟିମ୍ ଚିକିତ୍ସା କରୁଥିଲେ ବୋଲି କୁହାଯାଉଥିଲା, ତଥାପି ଜଳହସ୍ତୀକୁ ବଞ୍ଚାଯାଇ ପାରିଲେନାହିଁ। ତେବେ ପ୍ରଶ୍ନଉଠୁଛି,ଅସୁସ୍ଥ ପ୍ରାଣୀଙ୍କ […]