Browsing daily archive

September 23, 2026

ଓଡ଼ିଆ ଅସ୍ମିତା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ

ଭୁବନେଶ୍ୱର, ୨୨।୯(ଏସଏସନିଉଜ)ଓଡ଼ିଶାର ଗୌରବମୟ କଳା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ, ସଂରକ୍ଷଣ ଓ ନୂଆ ପିଢ଼ି ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟରେ WOMEN EMPOWERMENT FOUNDATION TRUST ପକ୍ଷରୁ ଆୟୋଜିତ “ଓଡ଼ିଆ ସାଂସ୍କୃତିକ ବ୍ୟକ୍ତିତ୍ୱ ସମ୍ମାନ ଉତ୍ସବ–୨୦୨୬”ରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ।ଓଡ଼ିଆ ମାଟିର ସୁଗନ୍ଧ, ଓଡ଼ିଆ ଭାଷାର ମାଧୁର୍ଯ୍ୟ ଏବଂ ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଗୌରବକୁ ପ୍ରତିଫଳିତ କରୁଥିବା ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ […]