ଆଜିର ରାଶିଫଳ
ଅକ୍ଟୋବରମାସ ୦୪ତାରିଖ ୨୦୨୬ମସିହା (ରବିବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୬/୨୪ ଗତେ ନବମୀ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୨୨ଗତେ ପୁଷ୍ୟା, ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୪୨,ଯୋଗିନୀ ଐଶ।ନ୍ୟେ ଦିବା ଘ୦୬/୨୪ ଗତେ ପୂର୍ବେ,କନ୍ୟା ରାଶିର ଘାତଚନ୍ଦ୍ର, ମେଷରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୄତେ ଦ୍ଵିପ।ଦ ଓ ରାତ୍ରି ଘ୦୧/୨୨ ଗତେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୧୦/୦୬ ଗତେ ଘ୦୧/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ ଗତେ ଘ୦୮/୫୪ମଧ୍ୟେ ଓ ଘ୦୧/୦୬ […]