Browsing daily archive

October 6, 2026

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର, ୬।୧୦(ଏସଏସନିଉଜ)ରାଜ୍ୟ ସରକାର ଓଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ଏହି ଆଧାରରେ କଟକ ଆର୍‌ଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ ଆୟୁକ୍ତ ଶୁଭାଶିଷ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ,ବିବେକାନନ୍ଦ ସାହୁଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନ ଅତିରିକ୍ତ ରିଭିଜନାଲ୍ କୋର୍ଟର ଅତିରିକ୍ତ ଆୟୁକ୍ତ,ବାସୁଦେବ ନାୟକଙ୍କୁ କଟକ ଆର୍‌ଡିସି କାର୍ଯ୍ୟାଳୟର ବନ୍ଦୋବସ୍ତ ଓ […]