ପୁଣି ଗୋଟିଏ ବାହାନା!
ଭୁବନେଶ୍ୱର, ୬|୧୦(ଏସଏସନିଉଜ) ନନ୍ଦନକାନନରେ ପୁଣି ଏକ ଘଡ଼ିଆଳ କୁମ୍ଭୀର ଛୁଆର ମୃତ୍ୟୁ ହୋଇଛି। କର୍ତ୍ତୃପକ୍ଷ ଏହି ମୃତ୍ୟୁ ‘ଭିସେରାଲ୍ ଗାଉଟ୍’ ଯୋଗୁଁ ହୋଇଛି, ଯାହା ଫଳରେ ‘ହେମୋପେରିକାର୍ଡିୟମ୍’ ସୃଷ୍ଟି ହୋଇଥିଲା ଅର୍ଥାତ୍ ବୃକ୍କ ବିଫଳତା ବୋଲି କୁହାଯାଇଛି। ପ୍ରାଣୀବିଶେଷଜ୍ଞ ଙ୍କ ମତରେ, ଭିସେରାଲ ଗାଉଟ୍ ହଠାତ୍ ହେଉଥିବା ରୋଗ ନୁହେଁ। ଏହା ଦୀର୍ଘଦିନ ଧରି ବୃକକ୍ ବିଫଳତା । ନିର୍ଜଳନ ଏବଂ ଖାଦ୍ୟ-ପାଣି ପରିଚାଳନାରେ ତ୍ରୁଟି ଯୋଗୁଁ ହୋଇଥାଏ। ତେବେ ପ୍ରଶ୍ନ ଉଠୁଛି, ଏତେ ଦିନ ଧରି […]