ପର୍ଯ୍ୟଟକଙ୍କ ସାମ୍ନାରେ ବ୍ୟାଟେରୀ ଗାଡ଼ି କର୍ମଚାରୀଙ୍କ ହାତାହାତି
ବାରଙ୍ଗ,୧୧।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ସେବାରେ ନିୟୋଜିତ ବ୍ୟାଟେରିଚାଳିତ ଗାଡ଼ି ଚଳାଇବାକୁ ନେଇ ରବିବାର ଉଦ୍ୟାନ ପରିସରରେ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ହାତାହାତି ହେବାଭଳି ଘଟଣା ଘଟିଛି। ପ୍ରକାଶ ଯେ, ବ୍ୟାଟେରି ଗାଡ଼ି ଚାଳକ ଲକି ଏବଂ ଅନିଲ ପରସ୍ପରର ମାଉସୀ ପୁଅ ଭାଇ। ରବିବାର ସକାଳ ସମୟରେ ନନ୍ଦନକାନନ ଭିତରେ ଗାଡ଼ି ଚଳାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ପର୍ଯ୍ୟଟକ ମାନଙ୍କ ସାମ୍ନାରେ ଲକି ଉତ୍କ୍ଷିପ୍ତ ହୋଇ ଅନିଲଙ୍କୁ […]