ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ
ଭୁବନେଶ୍ୱର,୧୨।୧୦(ଏସଏସନିଉଜ)ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ।ଝାଡ଼ଖଣ୍ଡ ପଲାମରୁ ୩ଥରର ସାଂସଦ ଓ ବିଧାୟକ ବ୍ରଜମୋହନ ରାମ।୧୯୯୬,୯୮,୯୯ରେ କ୍ରମାଗତ ସାଂସଦ ଥିଲେ।୧୯୯୧-୯୫ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଝାଡ଼ଖଣ୍ଡ ବିଜେପି SC ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଥିଲେ ବ୍ରଜମୋହନ।୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି।କେରଳମ୍- ଓମ୍ପ୍ରକାଶ ମାଥୁର, ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର,କର୍ଣ୍ଣାଟକ- ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ,ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ।