Browsing daily archive

October 14, 2026

ଆଜିର ରାଶିଫଳ

ନବଦିନାତ୍ମକ ପୂଜାର ନବଦିନେ ନବ ବେଶେ ,ନବ ପୁଷ୍ପେ ମା ତୁମେ ୧ – ପ୍ରଥମ ଦିନରେ ମାତା (ଶୈଳପୁତ୍ରୀ)ରଙ୍ଗ ତୁମ ହଳଦିଆ। ସକାଳର ସୂର୍ଯ୍ୟକିରଣ ପରିଏ, ଉତ୍ସାହେ ଜୀବନ ନୂଆ। ୨ – ଦ୍ୱିତୀୟ ଦିନରେ (ବ୍ରହ୍ମଚାରିଣୀ) ମା ,ତୁମେ ବିକାଶ ପ୍ରତୀକ। (ସବୁଜ)ରଙ୍ଗରେ କ୍ଷେତ ଫଳିଥାଏ , ପୃଥିବୀ ଆଣେ ଚମକ। ୩ – ତୃତୀୟରେ (ଚନ୍ଦ୍ରଘଣ୍ଟା) ତୁମ ନାମ ,ଧୂସର ରଙ୍ଗର ଶୋଭା। ଶାନ୍ତି ସନ୍ତୁଳନ ସ୍ଥିରତା ପ୍ରତୀକ , ଦିଶେ କେଡ଼େ […]