ଆଜିର ରାଶିଫଳ
ଅକ୍ଟୋବର ମାସ ୧୯ ତାରିଖ ୨୦୨୬ ମସିହା (ସୋମବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୧୦/୪୪ ଗତେ ନବମୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୭/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮ /୨୨,ଯୋଗିନୀ ଐଶ।ନ୍ୟେ ଦିବା ଘ୧୦/୪୪ ଗତେ ପୂର୍ବେ,ସିଂହରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୮/୨୪ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୧୨ ଗତେ ଘ୦୮/୪୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୨ ଗତେ ଘ୦୩/୫୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ମଧ୍ୟେ ଓ ଘ୦୮/୫୬ ଗତେ ଘ୧୧/୨୨ ମଧ୍ୟେ […]