Browsing daily archive

October 23, 2026

ନନ୍ଦନକାନନରେ ମୃତ୍ୟୁର ହାଟ

ଭୁବନେଶ୍ୱର,୨୨।୧୦ (ଏସଏସନିଉଜ) ନନ୍ଦନକାନନ ଏବେ ମୃତ୍ୟୁପୁରୀ! ଯେଉଁଠି ଜୀବନ ବଞ୍ଚାଇବା କଥା, ସେଇଠି ଜୀବନ ଯାଉଛି। ମାତ୍ର ୭୨ ଘଣ୍ଟାରେ ୪ଟି ଦୁର୍ଲଭ ପ୍ରାଣୀଙ୍କ ମୃତ୍ୟୁ ପ୍ରାଣୀ ଉଦ୍ୟାନରେ ହଇଚଇ ସୃଷ୍ଟି କରିଛି। ସୂଚନା ଅନୁସାରେ,ଗତ ମଙ୍ଗଳବାର ଶାଗୁଣା ପ୍ରଜନନ କେନ୍ଦ୍ରରେ ଗୋଟିଏ ମାଈ ଶାଗୁଣାର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଗୋଟିଏ ମାଈ ରାଟେଲ୍ (ଗାଡ଼ ଭାଲୁ)ର ମୃତ୍ୟୁ ହୋଇଥିଲା। ପୁଣି ଗୁରୁବାର ଗୋଟିଏ ମାଈ କଟନ୍ ଟପ୍ ତାମାରିନ୍‌ ବିଦେଶୀ ମାଙ୍କଡ ଓ କୁଟୁରା […]