ଆଜିର ରାଶିଫଳ
ଅକ୍ଟୋବରମାସ ୩୧ତାରିଖ ୨୦୨୬ମସିହା (ଶନିବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ଦିବା ଘ୦୫/୩୮ ଗତେ ସପ୍ତମୀ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୮/୨୮ ଗତେ ପୁନର୍ବସୁ, ସୂର୍ୟୋଦୟ- ପ୍ରାତଃ ଘ୦୫/୫୨ /୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/ ୫୬,ଯୋଗିନୀ ପଶ୍ଚିମେ ଦିବା ଘ୦୫/୩୮ ଗତେ ବାୟବ୍ୟେ,କନ୍ୟା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୧୮ ମଧ୍ୟେ ଓ ଦିବା ଘ୦୩/୪୩ ଗତେ ଘ୦୫/୧୧ ମଧ୍ୟେ,ବାରବେଳା- ଦିବା ଘ୧୨/୫୦ ଗତେ ଘ୦୨/୧୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା […]